ଅଦୁରାଳି ୧୧/୦୬ ( ନବଦୂତ ) : ସୂଚନା ମୁତାବିକ - ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅଧିନସ୍ତ ମଙ୍ଗଳପୁସ୍ଥିତ ଦେବୀମା ବରୁଣାଇଙ୍କ ପୀଠ ରେ ଧାମନଗର ବିଜେପି ସଂଘତରଫରୁ ଭାରତ ର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ଙ୍କ ଭାରତରେ ଦୀର୍ଘ ୧୨ବର୍ଷ ଧରି ରାଷ୍ଟ୍ରସେବା ତଥା ଦୀର୍ଘ କାଳୀନ ଜନତାନିର୍ବାଚିତ ବିଶ୍ୱରେ ସର୍ଵଶ୍ରେଷ୍ଟ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜ୍ଞାପନ ଅବସରରେ କଟସାଇ ସହିଦମଣ୍ଡଳ ସଭାପତି ରାଜେନ୍ଦ୍ରକୁମାର ସାହୁ ଓ ଖପରପଦା ପଂଚାୟତ ସରପଂଚ ଅହଲ୍ୟାସାହୁ ଏବଂ ବିଜେପି ସହକର୍ମୀମାନଙ୍କ ଉପସ୍ଥିତ ରେ ଦେବୀ ମା ବରୁଣାଇଙ୍କ ନିକଟରେ ପ୍ରଧାନ ମନ୍ତ୍ରୀ ଙ୍କ ଦୀର୍ଘାୟୁ କାମନା ପାଇଁ ଦୀପ ପ୍ରଜଲନ କରିବା ସହ ପ୍ରାଥନା କରିଥିବାର ସୂଚନା ମିମିଛି।
ସମ୍ବାଦଦାତା-ମାନସ କୁମାରସାହୁ
