ବାସୁଦେବପୁର ପୋଲିସ ର ଚଢ଼ାଉ ଇଲେକ୍ଟ୍ରି ତାରସହ ୪,ଆସାମୀ ଗିରଫ
ଭଦ୍ରକ ୧୦/୦୬ ( ନବଦୂତ ) : ସୂଚନା ମୁତାବିକ-ବାସୁଦେବପୁର ଥାନା ପୋଲିସ ଚଡାଉକରି ବାସୁଦେବପୁର ଅଞ୍ଚଳରେ ୧୧କେଭି. ଇଲେକ୍ଟ୍ରି ତାର ଚୋରି ଘଟଣା ରେ ୪ଜଣ ଚୋର ଆସାମୀଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୨୫୭ କିଲୋ ଇଲେକ୍ଟ୍ରି ତାର, ଚୋରିପାଇ ବ୍ୟବହାର କରୁଥିବା ଏକ ପିକପଭେନ ଓ ଏକ ଡାଲାଆଟୋ ରିକ୍ସ। ଗାଡିକୁ ମଧ୍ୟ ପୋଲିସ ଜବତ କରିଥିବା ବେଳେ ବାସୁଦେବ ପୁର ଥାନା ପୋଲିସ କେଶନମ୍ଵର- ୩୩୧/୪ ଏବଂ ୩୦୫/ଏ(ବିଏନସ୨୩) ଧାରାରେ ଚୋରିମାମଲାରେ ଲିପ୍ତ ଥିବା ୪ଜଣ କୁଖ୍ୟାତ ଆସାମୀକୁ କୋର୍ଟ କୁ ପଠାଇ ଥିବାର ସୂଚନାମିଳିଛି।
ସମ୍ବାଦଦାତା-ମାନସ କୁମାର ସାହୁ