ଭିଜଲାନ୍ସ ଜାଲରେ ଭଦ୍ରକ ଜିଲା ଶିକ୍ଷା ବିଭାଗ ଅଫିସର ଶ୍ରୀକାନ୍ତ ଦାସ
ଭଦ୍ରକ, ୦୫/୦୬ ( ନବଦୂତ ) : ଭଦ୍ରକ ୦୫/୦୬ ସୁଚନା ମୁତାବିକ,୧୦ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଗିରଫ ହେଲେ ଭଦ୍ରକ ଜିଲା ଶିକ୍ଷା ବିଭାଗ ଜୁନିୟର ଆସିଷ୍ଟାଣ୍ଟ ଶ୍ରୀକାନ୍ତ ଦାସ।ପ୍ରାପ୍ତ ସୂଚନା ଅନୁଯାଇ -ଜିଲା ଶିକ୍ଷା ବିଭାଗ ଅଫିସର ଶ୍ରୀକାନ୍ତ ଦାସ ଜଣେ ଛାତ୍ର ର ଗୁରୁକୂଳ (ଏନ ଓ ସି)ପ୍ରମାଣ ପତ୍ର ସାର୍ଟିଫିକେଟ ଦେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚନେବା ବେଳେ ବାଲେଶ୍ୱର ଭିଜଲାନ୍ସ ଟିମ ହାତରେ ୧୦ହଜାର ଟଙ୍କା ନେବା ବେଳେ ରଙ୍ଗେହାତରେ ଗିରଫ ହୋଇଥିବାର ସୂଚନା ମିଳିଛି।ତଥା ଏହା ଆଗରୁ ଶ୍ରୀକାନ୍ତ ଦାସ ଙ୍କ ନାମରେ ଭିଜଲାନ୍ସ ଅଫିସରେ ଲାଞ୍ଚ ନେବା ର ସୂଚନା ଥିଲା।
ସମ୍ବାଦଦାତା-ମାନସ କୁମାର ସାହୁ