Hot Posts

6/recent/ticker-posts

‘ବିକଶିତ ଭାରତ–୨୦୪୭’ ଓ ‘ବିକଶିତ ଓଡ଼ିଶା–୨୦୩୬’ ଲକ୍ଷ୍ୟରେ କଟକର ଜିଲ୍ଲା ସ୍ତରୀୟ ସମ୍ମିଳନୀ

କଟକ, ୧୮/୦୬ ( କାହୁଁ ଚରଣ ବାରିକ ) : ଆଜି କଟକ ସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସଂସ୍କୃତି ଭବନଠାରେ ‘ବିକଶିତ ଭାରତ–୨୦୪୭’ ଏବଂ ‘ବିକଶିତ ଓଡ଼ିଶା–୨୦୩୬’ ସହ ସମନ୍ୱିତ ଭାବରେ କଟକ ଜିଲ୍ଲାର ସାମଗ୍ରିକ ବିକାଶ, ଭିତ୍ତିଭୂମି, ଅର୍ଥନୀତି, ଐତିହ୍ୟ, ପର୍ଯ୍ୟଟନ, ଶିକ୍ଷା, ସୁଶାସନ ଏବଂ ଜନଭାଗିଦାରୀ କ୍ଷେତ୍ରରେ କାର୍ଯ୍ୟଯୋଜନା ପ୍ରସ୍ତୁତି ଉଦ୍ଦେଶ୍ୟରେ କଟକ ଜିଲ୍ଲା ପ୍ରଶାସନ ଦ୍ୱାରା ଆୟୋଜିତ ଜିଲ୍ଲା ସ୍ତରୀୟ ସମ୍ମିଳନୀ ।