Hot Posts

6/recent/ticker-posts

ଭାରସମ୍ୟ ହରାଇ ଓଭରବ୍ରିଜ ତଳକୁ ଖସିଲା ମାଛ ବୋଝେଇ ଟ୍ରକ ଚାଳକ ଆହତ।

ଭଦ୍ରକ, ୧୦/୦୬ ( ନବଦୂତ ) : ଭଦ୍ରକ ଜିଲ୍ଲା ୧୬ ନମ୍ଵର ଜାତିୟ ରାଜପଥ ରାଣୀତଲ ଓଭରବ୍ରିଜ ତଳକୁ ଭାରସମ୍ୟ ହରାଇ ବ୍ରିଜ ତଳକୁ ଖସିଲା ମାଛ ବୋଝେଇ ଟ୍ରକ,ଚାଳକ ଓ ଖଲାସୀ ଅଧିକ ଆହତ,ଟ୍ରକଟି ମାଛ ବୋଝେଇ କରି ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବାର ସୂଚନା।ଦୁର୍ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ ପହଂଚି କ୍ରେନ ଡକାଇ ଟ୍ରକଟିକୁ ଉଠାଇଥିବାର ସୂଚନା ମିଳିଛି।




ସମ୍ବାଦଦାତା-ମାନସ କୁମାର ସାହୁ