ସ୍ମାଇଲ ବୃଦ୍ଧାଶ୍ରମ ରେ ଶୁଖିଲା ଖାଦ୍ୟ ପ୍ରଦାନ ।
ଯାଜପୁର, ୧୦/୦୬ ( ନିରୋଜ କୁମାର ସେଠୀ ) : ଯାଜପୁର ଜିଲ୍ଲା ର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ବିପଦର ବନ୍ଧୁ ପରିବାର ଚାରିଟେବୁଲ ଟ୍ରଷ୍ଟ ତରଫରୁ ଶଙ୍ଖଚିଲା ସ୍ଥିତ ସ୍ମାଇଲ ବୃଦ୍ଧାଶ୍ରମରେ ଅନ୍ତେବାସୀ ମାନଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଛି, ଏହି କାର୍ଯ୍ୟକ୍ରମ ରେ ପ୍ରତିଷ୍ଠାତା ନିହାର ରଞ୍ଜନ ଆଚାର୍ଯ୍ୟ, ଶିବରାମ ନନ୍ଦ, ବୀଣା ପାଣି ପ୍ରଧାନ,ସୁଶାନ୍ତ ପୃଷ୍ଟି, ସନ୍ତୋଷ କୁମାର ନାୟକ, ଅରବିନ୍ଦ ଦାଶ, ବିଷ୍ଣୁ ଚରଣ ସାମଲ , ଅଶୋକ କୁମାର ସାହୁ, ମନସ୍ଵିନୀ ସାହୁ,ଉପଦେଷ୍ଟା ବୈକୁଣ୍ଠ ଚରଣ ଜେନା, ପ୍ରଶାନ୍ତ ସାହୁ, ଅଜିତ୍ ସେଠୀ, ରାଧେଶ୍ୟାମ ସାହୁ ବିମଳେନ୍ଦୁ ସାହୁ ସାମ୍ବାଦିକ ଗଗନ ବିହାରୀ ଦାସ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।