Hot Posts

6/recent/ticker-posts

ରାଜ୍ୟସଭାକୁ ପୁନଃ ନିର୍ବାଚିତ ଦେବାଶିଷ ସାମନ୍ତରାୟଙ୍କୁ କଟକ ରିଟେଲ ଡିଲର୍ସ ଆସୋସିଏସନ୍‌ର ସମ୍ବର୍ଦ୍ଧନା

କଟକ, ୧୦/୦୬ ( କାହୁଁ ଚରଣ ବାରିକ ) : ଆଜି କଟକ ରିଟେଲ ଡିଲର୍ସ ଆସୋସିଏସନ୍ ପକ୍ଷରୁ ରାଜ୍ୟ ସଭା ସାଂସଦ ଭାବେ ପୁନଃ ନିର୍ବାଚିତ ହୋଇଥିବା ଶ୍ରୀ ଦେବାଶିଷ ସାମନ୍ତରାୟ ଙ୍କୁ ତାଙ୍କ ରାଜାବଗିଚା ସ୍ଥିତ ବାସଭବନରେ ରେ ଆସୋସିଏସନ୍ ର କାର୍ଯ୍ୟକାରୀ ସଭାପତି ସୈୟଦ୍ ଏକ୍ରାମ ହୁସେନ ଙ୍କ ନେତୃତ୍ବ ଶତାଧିକ ଖୁଚୁରା ବିକ୍ରେତା ମାନେ ପୁଷ୍ପ ଗୁଚ୍ଛ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ।