Hot Posts

6/recent/ticker-posts

ବେଗୁନିଆ ଥାନାର ବଡ ସଫଳତା

ବେଗୁନିଆ, ୦୬/୦୬ (ମାନସ ରଞ୍ଜନ କର) : ରାଉତପଡ଼ା ପଞ୍ଚାୟତ କୋତଳାଙ୍ଗ ଗ୍ରାମରୁ ବାସନ୍ତି ସାମନ୍ତରାୟ୰ ପ୍ରଭାତ କୁମାର ସାମନ୍ତରାୟ ଙ୍କ ପତ୍ନିତାଙ୍କ ୧୧ ବର୍ଷର ପୁଅ ବିଶ୍ଵନାଥ କୁ ଧରୀ ବେଗୁନିଆ ବଜାର ଓ ବ୍ୟାଙ୍କକୁ ଆସିଥୀଲେ ସେହି ସମୟ ଭିତରେମାକୁ ଛାଡି ୧୧ ବର୍ଷ ପୁଅ କୁଆଡେ ପଳାଇଯାଇ ଯାଇଥିଲା ମା ପୁଅକୁନପାଇ ଥାନାରେ ଆସି ଅଭିଯୋଗ କରିଥୀଲେବେଗୁନିଆ ଥାନା ଅଧୀକାରୀ କାହ୍ନୁଚରଣ ସ୍ଵାଇଁଙ୍କ ସଫଳତାରେ ସବଇନିଷ୍ପେକ୍ଟର ମାଡାମ ଉସାରାଣି ଦାସ ବିଶ୍ଵନାଥକୁ ମଞ୍ଚେଶ୍ଵରରୁ ଉଧାର କରି ତାର ମାପାଖରେ ଆଣି ପହଞ୍ଚାଇଥୀଲେ