Hot Posts

6/recent/ticker-posts

ବେଗୁନିଆ ବ୍ଲକ ସ୍ତରୀୟ ପ୍ରାକୃତିକ ଓ ପ୍ରଗତିଶୀଳ କୃଷି ଆଲୋଚନା ଓ କର୍ମଶାଳା

ବେଗୁନିଆ, ୧୭/୦୬ (ମାନସ ରଞ୍ଜନ କର) : ବିକାଶର ଧାରା ଓଡିଶା ସରକାରଙ୍କ ଦୁଇ ବର୍ଷ ପୁର୍ତି ଅବସରରେ ବେଗୁନିଆ କୃଷି ବିଭାଗ ତରଫରୁ ବ୍ଳକ ସ୍ତରୀୟ କୃଷକ ସମ୍ବାଦ କର୍ମଶାଳା ପଞ୍ଚାୟତ ସମିତି ସଭାଗୃହରେ ଆୟୋଜିତ ହୋଇଯାଇଅଛିଏହି କର୍ମଶାଳାର ପ୍ରାକୃତିକ ଓ ପ୍ରଗତିଶୀଳ କୃଷି ଆଲୋଚନା ହୋଇଯାଇଅଛିଏହି କର୍ମଶାଳାରେ ବ୍ଲକ କୃଷିଅଧୀକାରୀ ନାଜ୍ନିନ କୋସର, ସହକାରୀ କୃଷି ଅଧୀକାରୀ ଶୁଭ୍ରନ କୁମାର ରାଉଳ ଅଵସରପ୍ରାପ୍ତ ଏ ଡି ଓ ପ୍ରଦୀପ ସେଠୀ ଓ ବେଗୁନିଆ କୃଷକ ମୋର୍ଚା କୋଡ଼ିନେଟର ଚିତରଞ୍ଜନ ସାହୁ ଉପସ୍ଥିତ ରହି ସବୁ ଚାଷୀ ଭାଇ ଓ ଭଉଣୀମାନଙ୍କୁ ପ୍ରାକୃତିକ କୃଷି ଏବଂ ବିଭାଗର ଗତ ୨ ବର୍ଷରେ କାର୍ଯ୍ୟକାରୀ ହେଇଥିବା ଯୋଜନା ଗୁଡିକୁ ସୁଚାରୂପେ ବୁଝାଇ ମିଟିଂ ଶେଷ କରିଥୀଲେ।