Hot Posts

6/recent/ticker-posts

ମୋବାଇଲ ଫୋନ୍ ଚୋରି ମାମଲାରେ ଦୁଇ ଅଭିଯୁକ୍ତ ଗିରଫ..

କଟକ, ୧୭/୦୬ ( କାହୁଁ ଚରଣ ବାରିକ ) : ଛତ୍ରବଜ଼ାର କେନାଲ ରୋଡ଼ ନିକଟରେ ପନିପରିବା ବୋଝେଇ ରଖାଯାଇଥିବା ନିଜ ପିକଅପ ଭ୍ୟାନ ଭିତରେ ବେପାରୀ ଶୋଇଥିବା ବେଳେ ଦୁଇ ଜଣ ବେକ୍ତି ପାଖରେ ରଖାଯାଇଥିବା ମୋବାଇଲ ଫୋନ୍ ଚୋରି କରି ନେଇ ଯାଇଥିଲେ ଏହି ଘଟଣାରେ ମଙ୍ଗଳାବାଗ ଥାନା ପୋଲିସ ଦୁଇ ଜଣଙ୍କୁ ଗିରଫ କରିବାସହ ମୋବାଇଲ ଜବତ କରିଛି.