ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଙ୍କ ମାଟିଗାଁ ମଣ୍ଡି ଗ୍ରସ୍ତ
କଳାହାଣ୍ଡି, ୧୧/୦୬ ( ଶେଖର ସୁମନ ଦାଶ ) : ଏ ପର୍ଯ୍ୟନ୍ତ ହଜାର ହଜାର କ୍ଵିଣ୍ଟାଲ ଧାନ ପଡ଼ି ରହିଛି । ମାନ୍ୟବର ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଜିଲ୍ଲା ପ୍ରସାଶନ ଓ ମିଲର୍ ସହିତ ଯୋଗାଯୋଗ କରି କିପରି ଧାନ ଉଠାଣ ଶୀଘ୍ର ହୋ ଇ ପାରିବ ସେ ନେଇ ଆଲୋଚନା କରିଥିଲେ । ଏବଂ ରାଜ୍ୟ ସାରାକର କୁ କଟାକ୍ଷ କରି ଘୋର ନିନ୍ଦା କରିବା ସହ ମାଟି ଗାଁ ର ଧାନ ମଣ୍ଡି ରୁ ଧାନ ଉଠାଯାଇ ପାରିବ ତା ନେଇ ଜିଲ୍ଲା ପ୍ରଶାସନ ଓ ମିଲର ମାନଙ୍କ ଆଲୋଚନା କରି ଜନ ସାଧାରଣ ଏବଂ ଚାଷୀ ଯେମିତି ଆଗାମୀ ଦିନରେ ଧାନ ବିକ୍ରୟ ପାଇଁ ଅସୁବିଧା ର ସମ୍ମୁଖୀନ ହେବେ ନାଇଁ ତା ବିଷୟରେ ଆଲୋଚନା କରିଥିଲେ । ବିଧାୟକ ଙ୍କ ଏହି ପଦକ୍ଷେପ ପାଇଁ ତାଙ୍କ ନିର୍ବାଚନ ମଣ୍ଡଳୀ ର ଲୋକେ ପ୍ରଶଂସା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।
କଳାହାଣ୍ଡି ଜିଲ୍ଲା ରୁ ଶେଖର ସୁମନ ଦାଶ ଙ୍କ ରିପୋର୍ଟ ନବଦୂତ ନିୟୁଜ ।