ଯଯାତୀ କେଶରୀ ପ୍ରେସ କ୍ଲବର ବାର୍ଷିକ ଉତ୍ସବ ଧୁମଧାମରେ ପାଳିତ, ସାମ୍ବାଦିକତାର ଭୂମିକା ଉପରେ ଗୁରୁତ୍ୱାରୋପ
ଯାଜପୁର, ୧୦/୦୬ ( ନିରୋଜ କୁମାର ସେଠୀ ) : ଯାଜପୁର ଜିଲ୍ଲା କୋରେଇ ବ୍ଲକ ଅନ୍ତର୍ଗତ ଯଯାତୀ କେଶରୀ ପ୍ରେସ କ୍ଲବ ବାର୍ଷିକ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି।ଏହି ଉତ୍ସବର ମୁଖ୍ୟ ଅତିଥି ଭାବେ ଭବ ପ୍ରକାଶ ଦାସ( ଲଲଭାଇ) ଯୋଗଦେଇଥିଲେ। ସେ ପ୍ରଥମେ ଶ୍ରୀ ଜଗନ୍ନାଥଙ୍କ କର କମଳ ରେ ପ୍ରଦୀପ ପ୍ରଜ୍ଜ୍ଵଳନ କରିଥିଲେ ।ପରେ ବ୍ୟାସଶ୍ରୀ କଳା କେତନ, ଯାଜପୁର ରୋଡ଼ ର ପିଲା ମାନଂକ ଦ୍ଵାରା ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ।ବାଇଧର ମାଝି ମଞ୍ଚରେ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିବା ସହିତ ମଞ୍ଚ ପରିଚାଳନା କରିଥିଲେ। ତତ୍ ପରେ ବିବରଣୀ ପାଠ କରାଯାଇ ଥିଲା। ସଙ୍ଘର ସଭାପତି ପଦ୍ମ ଲୋଚନ ନାୟକ ଶ୍ବା ଗତ ଭାଷଣ ପ୍ରଦାନ କରିଥିଲେ। ଆଗନ୍ତୁକ ବ୍ୟାସନଗର ପୈାରପରି ସଦର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ବଳ, ସମ୍ମାନୀୟ ଅତିଥି ଭାବେ ଯୋଗଦାନ କରିଥିଲେ ବରିଷ୍ଠ ଆଇନଜୀବି ବିବେକାନନ୍ଦ ମହାନ୍ତି। ସେ ତାଙ୍କ ବକ୍ତବ୍ୟରେ କହିଲେ ସାମ୍ବାଦିକ ଦୀକ ମାନେ ନିଛଟସତ କଥା ପରିବେଷଣ କରିବା ଉଚିତ ଯାହାକି ସତ୍ୟ କଥା ଲୁକ୍କାୟିତ ଅଛି ତାକୁ ଲୋକଲୋଚନକୁ ଆଣିବା ପ୍ରକୃତ ସାମ୍ବାଦିକ ଙ୍କର କାର୍ଯ୍ୟ ଧାରା। ବ୍ୟାସନଗର ପୈାରପରି ସଦର ପୃବତ୍ତନ ଅଧ୍ୟକ୍ଷାଶ୍ରୀମତି ସବିତା ରାଉତ ,ନ _୧ ପୈାରପରିସଦ ସୁସ୍କୀତା ତରାଇ ଯୋଗ ଦେଇ ସାମ୍ବାଦିକ ମାନଙ୍କର କଲମ ମୁନରେ ଆଗେ ଦରବାରେ ପରିଚିତ କରାଇ ପାରିବେ ବୋଲି ସେ କହିଥିଲେ। ଉମାକାନ୍ତ ମାଝି ସାମ୍ବାଦିକ ମାନଙ୍କର କର୍ତ୍ତବ୍ୟ ଓ ଭୂମିକା ଉପରେ ଆଲୋକ ପାତ କରିଥିଲେ।ସ୍କାଇଲୋ ଫାଉଣ୍ଡେସନ ର ସଭାପତି, ସମ୍ପାଦକ, ସଦସ୍ୟ ମାନେ ଯୋଗଦେଇ। ନି ସ୍ବାର୍ଥ ପର ସବା ସଙ୍କଳନ, ଯାଜପୁର ରୋଡ଼,ଆସ ଆମେ ଦୂର କରିବା ରକ୍ତ ସଙ୍କଟ,ବିଞ୍ଚାର ପୁର।ଆର୍ମୀ ଅଫିସର, ତୁଷାର କାନ ପାଣି କୋଇଲି, ମାନଙ୍କୁ ତ୍ତତ୍ତରୀୟ ପକାଇ ସମ୍ବର୍ଦ୍ଧନା କରାଯିବା ସହିତ ଜଗନ୍ନାଥ ଫଟୋ ସେବା ଦଳ ମାନଙ୍କୁ ପ୍ରଦାନ କରା କରାଯାଇ ଥିଲା। ଶେଷରେ ଯଜାତି ପ୍ରେସ କ୍ଲବ ସଦସ୍ୟ ମାନେ ସଭାମଞ୍ଚ କୁ ସହଯୋଗ କରିଥିଲେ।