Hot Posts

6/recent/ticker-posts

ଭଦ୍ରକ ପୋଲିସ ହାତରେ ଗିରଫ ଚରମ୍ପା ହତ୍ୟା କାଣ୍ଡରେ ମୁଖ୍ୟ ଅଭିଯୁକ୍ତ।

ଚରମ୍ପା ୧୮/୦୫ ( ନବଦୂତ ) : ଭଦ୍ରକ ଜିଲ୍ଲା ସଦର ଚରମ୍ପା ଗୁଣ୍ଠୁନିଆ ବଜାର ରେ ଆଜକୁ ୩ମାସ ହେବ ୪ଜଣ ଯୁବକ ସଂଘବଧ ଭାବରେ ସ୍ଥାନୀୟ ବାସୀନ୍ଧା ଯୁବକ ଶ୍ରାକୁମାର ଙ୍କୁ ଅତି ନିର୍ମମ ଭାବରେ ଗତ ମାର୍ଚ୍ଚ୮ତାରିଖ ରେ ହତ୍ୟାକାଣ୍ଡ ଭିଆଇ ଗୋପନ ଭାବେ ଲୁଚି ବୁଲୁଥିଲେ।ତନ୍ମଧ୍ୟରୁ ୩ଜଣଙ୍କୁ ଭଦ୍ରକ ଟାଉନ ପୋଲିସ ପୂର୍ବରୁ ଗିରଫ କରିଥିବା ବେଳେ,ହତ୍ୟାକାଣ୍ଡ ର ମୁଖ୍ୟ ଆସାମୀ ବିଶ୍ୱନାଥଧଢ଼ା ବହୁ ଆଡେ ଲୁଚିବୁଲୁଥିବା ବେଳେ ଆଜି ଟାଉନ ଥାନାପୋଲିସ ସୁରାଗ ପାଇ ମୁଖ୍ୟ ଆସାମୀ କୁ ଗିରଫ କରିବା ସହ ଆସାମୀର ଡ଼ାକ୍ତରୀ ମାଇନା କରାଇବା ସହ ଯଥାଶୀଘ୍ର ଭଦ୍ରକ କୋର୍ଟ କୁ ଚାଲାଣ କରାଯିବ ବୋଲି ସୂଚନା ମିଳିଛି।