Hot Posts

6/recent/ticker-posts

ଗାଈଙ୍କ ପାଇଁ ସୁରକ୍ଷିତ ପରିବେଶ ଦାବି, ସିନାପାଲିରେ ବଢ଼ୁଛି ଜନଅସନ୍ତୋଷ

ସିନାପାଲି, ୦୭/୦୫ (ପରମେଶ୍ୱର ମେହେର) : ନୂଆପଡା ଜିଲ୍ଲାର ସିନାପାଲି ସଦର ଅଞ୍ଚଳରେ ଥିବା ଏକ ପୋଖରୀ କୂଳର ଦୃଶ୍ଯ ବର୍ତ୍ତମାନ ସାଧାରଣ ଲୋକଙ୍କ ମନରେ ଗଭୀର ଚିନ୍ତା ସୃଷ୍ଟି କରିଛି। ଯେଉଁ ଗୋମାତାଙ୍କୁ ଆମେ ପୂଜା କରି ଶ୍ରଦ୍ଧା ଜଣାଉ, ସେହି ଗାଈମାନେ ଆଜି ଅବର୍ଜନା ଓ ପ୍ଲାଷ୍ଟିକ ମଧ୍ୟରେ ଜୀବନ ଯାପନ କରୁଥିବା ଥୁବା ଚିତ୍ର ସମାଜର ଏକ କଢ଼ା ସତ୍ୟକୁ ପ୍ରକାଶ କରୁଛି । ପୋଖରୀ ପାଖପାଖୂ ଅଞ୍ଚଳରେ ପ୍ଲାଷ୍ଟିକ, ପଲିଥୁନ, ଖାଦ୍ୟ ଅବଶେଷ ସହ ଅନେକ ପ୍ରକାରର ଅବର୍ଜନା ଛିଟିଯାଇଥିବା ଦେଖାଯାଉଛି। ଏହି ଅସ୍ବଚ୍ଛ ପରି ରିବେଶ ମଧ୍ୟରେ ଗାଈମାନେ ବସିବା ସହ ଖାଦ୍ୟ ଖୋଜୁଥ‌ିବା ଦୃଶ୍ୟ ଦେଖୁଲେ ଯେକୌଣସି ସଚେତନ ନାଗ ନାଗରିକଙ୍କ ନଙ୍କ ହୃଦୟ ବିବ୍ରତ ହେବା ସ୍ବାଭାବିକ ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ପ୍ଲାଷ୍ଟିକ ଓ ପଲିନ ଗ୍ରହଣ କରିବା ଫଳରେ ଗାଈମାନଙ୍କ ଶରୀରରେ ଗୁରୁତର ସମସ୍ୟା ସୃଷ୍ଟି ହୁଏ, ଯାହା ଅକାଳ ମୃତ୍ୟୁକୁ ମଧ୍ୟ ଆମନ୍ତ୍ରଣ ଦେଉଛି । ସମାଜରେ ଗୋ ସୁରକ୍ଷାକୁ ନେଇ ବହୁତ ଆଲୋଚନା ହୁଏ, ଧାର୍ମିକ ଭାବନାରେ ଗୋମାତାଙ୍କୁ ଉଚ୍ଚ ସ୍ଥାନ ଦିଆଯାଏ। କିନ୍ତୁ ବାସ୍ତବ ଚିତ୍ର ଏହାର ପୂର୍ଣ୍ଣ ବିପରୀତା କେବଳ କଥାରେ ନୁହେଁ, ପ୍ରାୟୋଗିକ ଭାବେ ଗୋ ସୁରକ୍ଷା ପ୍ରତି ସଚେତନତା ଓ ପଦକ୍ଷେପ ଆବଶ୍ୟକ । ସ୍ଥାନୀୟ ଲୋକମାନଙ୍କ ଅଭିଯୋଗ ଅନୁସାରେ, ପୋଖରୀ କୂଳକୁ ନିୟମିତ ଭାବେ ଆବର୍ଜନା ଫିଙ୍ଗା ଯାଉଥ‌ିବାରୁ ପରିବେଶ ଦୂଷିତ ହେଉଛି ଓ ପଶୁମାନଙ୍କ ସ୍ବାସ୍ଥ୍ୟ ଗଭୀର ସଙ୍କଟରେ ପଡ଼ୁଛି। ଏହାପ୍ରତି ପ୍ରଶାସନ ଦୃଷ୍ଟି ଦେଇ ଶୀଘ୍ର ସଫାସୁତୁରା ବ୍ୟବସ୍ଥା କରିବା ସହ ଗାଈମାନଙ୍କ ପାଇଁ ସୁରକ୍ଷିତ ଓ ସ୍ବଚ୍ଛ ପରିବେଶ ସୃଷ୍ଟି କରିବ ଚରିବାକୁ ସାଧାରଣରେ ଦାବି ଜୋର ଧରିଛି ଏହି ପରିସ୍ଥିତି ସମସ୍ତଙ୍କୁ ଏକ ସନ୍ଦେଶ ଦେଉ ଦଉଛିଯେ ଗୋମାତାଙ୍କୁ କେବ ପୂଜା କଲେ ହେବନି, ସେମାନଙ୍କୁ ସୁରକ୍ଷା ଓ ସମ୍ମାନ ଦେବା ପାଇଁ ଆବଶ୍ୟକୀୟ ପଦକ୍ଷେପ