Hot Posts

6/recent/ticker-posts

ଚାଉଳିଆଗଞ୍ଜ ସ୍ଥିତ ସିଲଭର ସିଟି ହସ୍ପିଟାଲରେ ରୋଗୀ ମୃତ୍ୟୁକୁ ନେଇ ଉତେଜନା

କଟକ, ୦୭/୦୫ ( କାହୁଁ ଚରଣ ବାରିକ ) : ଚାଉଳିଆଗଞ୍ଜ ସ୍ଥିତ ସିଲଭର ସିଟି ହସ୍ପିଟାଲରେ ରୋଗୀ ମୃତ୍ୟୁକୁ ନେଇ ଉତେଜନା। ପରିବାର ଲୋକଙ୍କ ଅଭିଯୋଗ — ଚିକିତ୍ସାରେ ଅବହେଳା ଯୋଗୁଁ ଏହି ଅଘଟଣ ଘଟିଛି। ଘଟଣା ପରେ ହସ୍ପିଟାଲ ପରିସରରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଥିବା ବେଳେ ପୁଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛି। ଘଟଣାର ସଠିକ୍ ତଦନ୍ତ ଦାବି କରିଛନ୍ତି ପରିବାର ଲୋକ।