Hot Posts

6/recent/ticker-posts

ମହାମତା ଦେଖାଇଲେ ବୟଜେଷ୍ଟବ୍ୟକ୍ତି।

ଧୂସୁରୀ ୨୭/୦୫ ( ନବଦୂତ ) : ସୂଚନା ମୁତବିକ - ଧାମନଗର (ଏନ ଏ ସି) ଅଧିନସ୍ତ ଧୂସୁରୀ ବଜାର ରେ ଥିବା ଏକ ଭାରତୀୟ ଷ୍ଟେଟ ବେଙ୍କ ଏଟିଏ ମ କାଉଣ୍ଟର ରୁ ଗୌରାଙ୍ଗ ଚରଣ ନାମକ ଜଣେ ବୟଯେଷ୍ଟ ବ୍ୟକ୍ତି ନିଜ ରଟିଏମ କାର୍ଡ ରେ ପଇସା ଉଠାଇବା ପାଇଁ ଯେତେବେଳେ ସେ ଏଟିଏମ କାଉଣ୍ଟର କୁ ପସିଛନ୍ତି ହଠାତ ସେ କାଉଣ୍ଟର ରେ ୩ହଜାର ଟଙ୍କା ପଡିଥିବାର ଦେଖି ତୁରନ୍ତ ସେ ପଇସାକୁ ଉଠାଇ ନିକଟ ରେ ଥିବା ଧୂସୁରୀ ଥାନା ହେଲ୍ପ-ଡେସ୍କ କୁ ଘଟଣା ର ସମସ୍ତ ବିବରଣୀ କହି ତଥା ଯାହାର ସେ ପଇସା ହଜିଛି ତାକୁ ଫେରାଇ ଦେବାପାଇଁ ଥାନା ଅଧିକାରିଣୀ ଙ୍କୁ ଅନୁରୋଧ କରିଥିଲେ।ତାଙ୍କର ଏଭଳି ମହାନତା କାମପାଇ ସେ ବହୁ ପ୍ରଶଂସା ପାଇଥିବାର ସୂଚନ ମିଳିଛି।



ସମ୍ବାଦ ଦାତା-ମାନସ କୁମାର ସାହୁ