Hot Posts

6/recent/ticker-posts

ଖରାରେ କର୍ତ୍ତବ୍ୟରତ ଟ୍ରାଫିକ ପୋଲିସଙ୍କୁ ଛତା ଓ ପାନୀୟ ବଣ୍ଟନ

କଟକ, ୨୩/୦୫ ( କାହୁଁ ଚରଣ ବାରିକ ) : ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ କଟକ ସହରରେ କାର୍ଯ୍ୟରତ ଟ୍ରାଫିକ ପୋଲିସ ମାନଙ୍କୁ ଛତା ଓ ପାନୀୟ ବଣ୍ଟନ କରାଯାଇଛି କମିଶନରେଟ ପୋଲିସ ପକ୍ଷରୁ। ଟ୍ରାଫିକ ଏ ସି ପି ଜୟନ୍ତ ଡୋରା, ଜୋନ ୬ ଏ ସି ପି ଅଶୋକ କୁମାର ଗିରି, ଟ୍ରାଫିକ ଇନ୍ସପେକ୍ଟର ଅନିରୁଦ୍ଧ ନାୟକ ଓ ବାଦାମବାଡ଼ି ଥାନା ଅଧିକାରୀ ଅଜୟ କୁମାର ରାଉଳ ପ୍ରମୁଖ ଉପସ୍ଥିତ ରହି ବଣ୍ଟନ କରିଥିଲେ।