Hot Posts

6/recent/ticker-posts

ବିଲମ୍ବିତରାତ୍ରୀ ରେ ମଥାରେବନ୍ଧୁକ ଲଗାଇ ଲଖ୍ୟାଧିକଟଙ୍କା ଓ ଅଳଙ୍କାର ଲୁଟ।

ଭଦ୍ରକ, ୨୩/୦୫ ( ନବଦୂତ ) : ସୂଚନା ମୁତାବିକ-ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଆମ୍ବରୋଲୀ ପଞ୍ଚାୟତ ତଳାଙ୍ଗ କେନାଲବନ୍ଧ ନିକତସ୍ତ ରାସ୍ତାରେଥିବା ଗଗାଁଧର ମଲ୍ଲିକ ଙ୍କ ଘରୁ କାଲି ବିଳମ୍ବିତ ରାତିରେ ପରିବାର ଲୋକେ କହିବା ଅନୁଯାଇ ହଠାତ ରାତ୍ରି ରେ ୬ଜଣ ଅଚିନା ଲୋକ ଘରେ ପଶି ପରିବାର ଲୋକଙ୍କ ମୁଣ୍ଡରେ ବନ୍ଧୁକ ଓ ଛୁରା ଲଗାଇ ପରିବାର ର ସମସ୍ତଙ୍କୁ ଭୟଭୀତ କରାଇ ଲକ୍ଷଧିକ ମାତ୍ରାର ନଗଦଟଙ୍କା ଓ ବହୁମୂଲ୍ୟର ସୁନା ଆଲଙ୍କାର ତଥା ଘରର ସମସ୍ତ ଜିନିଷ ପତ୍ର ବାକ୍ସ, ଆଲମାରୀ, ସୁଟ୍କେସ,କୁ ଖେଳାଇ ସେଥି ରୁ ସମସ୍ତ ଅଳଙ୍କାର ଓ ଟଂକା ଲୁଟିନେଇ ଯିବା ବେଳେ ଘରର ମୁଖ୍ୟଦ୍ୱାର କୁ ବାହାରୁ ତାଲାପକାଇ ଲୁଟେରା ଫେରାର ହୋଇଯାଇଥିଲେ।ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ବହାରକୁଆସିଥିଲେ।


ସମ୍ବାଦଦାତା-ମାନସ କୁମାର ସାହୁ