Hot Posts

6/recent/ticker-posts

ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ ଆୟୋଜିତ ହୋଇଯାଇଛି

ଭୁବନେଶ୍ୱର, ୦୩/୦୫ ( ଜ୍ଞାନ ରଞ୍ଜନ ସାଥୁଆ ) : ଭୁବନେଶ୍ୱର ସମ୍ବାଦିକ ସଙ୍ଘ ର ବାର୍ଷିକ ଉତ୍ସବ ଆୟୋଜିତ ହେବା ଶହ ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ ପାଳନ କରାଯିଇଥିଲା. ଏହି ଅବସରରେ ବିଧାୟକ ବାବୁ ସିଂ ରାଜ୍ୟସଭା ସାଂସଦ ମନମୋହନ ସାମଲ, ଏବଂ ପୂର୍ବତନ ବିଧାୟକ ପ୍ରିୟଦର୍ଶ ମିଶ୍ର ଙ୍କ ସହିତ ଅନେକ ସମ୍ବାଦିକ ମାନେ ଉପସ୍ଥିତ ରହିଥିଲେ ପ୍ରେସ ସ୍ୱାଧୀନତା ଓ ବିଶ୍ଵ ଶାନ୍ତି ଉପରେ ଆଲୋଚନl କରାଯଇଥିଲା. ଏବଂ ଫୋଟ ପଦର୍ଶନ କରାଯଇଥିଲା .