Hot Posts

6/recent/ticker-posts

ଆକାଶରେ ବଜରଙ୍ଗୀ

କଟକ, ୦୮/୦୫ ( ଦେବୀ ଦତ୍ତ ଶିବପ୍ରସାଦ ନାୟକ ) : ଆପଣ ଆଶ୍ଚର୍ଯ୍ୟ ହେଲେ ବି ସତ ବୋଲି କହୁଛନ୍ତି ଦେଖିଥିବା ସାଧାରଣ ଲୋକ! ହଟାତ୍ କଟକ ଆକାଶରେ ଦେଖାଗଲା କିଛି ସମୟ ପାଇଁ ପବନପୁତ୍ର ହନୁମାନ ଙ୍କ ମୁହଁ ଏବଂ ଲାଞ୍ଜ ଆକୃତି ର ଏକ ଦୃଶ୍ୟ ! ଯିଏ ଯୋଉଠି ଦେଖିଲେ ରହି ଜୟ ଶ୍ରୀ ରାମ ଜୟ ହନୁମାନ ବୋଲି ଧ୍ୱନି କରି ନମସ୍କାର କରୁଥିଲେ। ପ୍ରତକ୍ଷାଦର୍ଷୀ କହିବା କଥା ଏମିତି କେବେ ବି ଆକାଶରେ ଦେଖିନଥିଲେ


କଟକ ରୁ ଦେବୀ ଦତ୍ତ ଶିବପ୍ରସାଦ ନାୟକ