ମା ସାତଭଉଣୀ ମଣ୍ଡଳ ତରଫରୁ ନାରୀଶକ୍ତି ପଦଯାତ୍ରା।
ଭଦ୍ରକ, ୧୦/୦୫ ( ମାନସ କୁମାର ସାହୁ ) : ଭଦ୍ରକ ଜିଲା ଗ୍ରାମଞ୍ଚଳ ସାତଭଉଣୀ ଛକରେ ଗତକାଲି ଏକ ବିରାଟ ମହିଳା ନାରୀଶକ୍ତି ବନ୍ଧନ ପଦ ଯାତ୍ରା ଅନୁଷ୍ଟିତ।ଉକ୍ତ ପଦଯାତ୍ରା ରେ ମୁଖ୍ୟ ଅଧିକାରୀ ବିଧାୟକ ଶ୍ରୀ ସିତନଶୁ ସେଖର ମହାପାତ୍ର ଙ୍କ ସହ ଆଖପାଖ ବହୁ ଅଂଚଳରୁ ନାରୀଶକ୍ତି ବନ୍ଧନ ମା ସାତଭଉଣୀ ନା ରୀଶକ୍ତି ମଣ୍ଡଳ ରେ ଶହଶହ ମହିଳା ସାମିଲ ହୋଇ ପଦଯାତ୍ରା ରେ ତଥା ବହୁମାତୃ ଶକ୍ତି ସହ ବିଧାୟକ ସାମିଲହୋଇ ନାରୀମାନଙ୍କୁ ଉଷାହିତ ତଥା ନାରୀମାନଙ୍କୁ ଅଧିକ ପ୍ରେରଣା ଦେଇଥିବାର ସୂଚନା।