Hot Posts

6/recent/ticker-posts

ସମାଜସେବୀ ଶ୍ରୀ ତେଜରାଜ ସାହୁଙ୍କ ପରଲୋକ

ଝାରସୁଗୁଡା, ୨୦/୦୪ ( ଅନିଲ କୁମାର ସରାଫ ) : ଝାରସୁଗୁଡା ଜିଲ୍ଲା ଲଇକେରା ଥାନା ଅନ୍ତର୍ଗତ କିର୍ମିରା ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ସମାଜସେବୀ ଶ୍ରୀ ତେଜରାଜ ସାହୁଙ୍କ ଭୂବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଗତ ରାତି ଘ୧.୪୦ମିନିଟରେ ପରଲୋକ ହୋଇଯାଇଛି ।ଏହି ଦୁଃଖଦ ଖବର ପ୍ରସାରିତ ହେବାପରେ ଝାରସୁଗୁଡା ଜିଲ୍ଲା ତଥା କିର୍ମିରା ଓ ଲଇକେରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।