Hot Posts

6/recent/ticker-posts

ବରୀରେ ସ୍ବଜନଗଣନା ଆରମ୍ଭ

ବରୀ, ୦୮/୦୪ ( ରଂଜିତ ମହାନ୍ତି ) : ରାଜ୍ୟ ସରକାରଙ୍କ ତରଫରୁ ଜନଗଣନା କାର୍ଯ୍ୟ ଆରମ୍ଭ କରାଯାଇଛି। ଘରଘର ବୁଲି ଜନଗଣନା କରିବା ପାଇଁ ସରକାରୀ କର୍ମଚାରୀଙ୍କୁ ଆସନ୍ତା ୧୬ ତାରିଖରୁ ନିର୍ଦେଶ ଦିଆଯାଇଛି | ମାତ୍ର ୧ ତାରିଖରୁ ୧୫ ତାରିଖ ଯାଏ ସ୍ବଜନଗଣନା ହେବ ବୋଲି ସୂଚନା ମିଳିଛି। ଏହି ସ୍ବଜନଗଣନା ବରୀ ଡାକବଙ୍ଗଳାଠାରେ ବିଧାୟକ ବିଶ୍ବରଞ୍ଜନ ମଲ୍ଲିକ ଶୁଭାରମ୍ଭକରିଛନ୍ତି l ମୋବାଇଲ୍ ଫୋନ୍ ମାଧ୍ୟମରେ ଅନ୍ୟ ବ୍ୟକ୍ତିବିଶେଷ ମଧ୍ୟ ଏହା କରିପାରିବେ ବୋଲି କୁହାଯାଇଛି। ଏଠାରେ ତହସିଲଦାର ଦିପ୍ତିମୟୀ ବେହେରା ଓ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ