ଟ୍ରେନ ଧକା ରେ ଜଣେ ବ୍ୟକ୍ତି ଙ୍କ ମୃତ୍ୟୁ
ରାୟଗଡ଼ା, ୨୩/୦୨ ( ଭି. ଗୌରି ଶଙ୍କର ରାଓ ) : ରାୟଗଡା ଜିଲ୍ଲା ଶେଷଖାଲ ଥାନା ଅନ୍ତର୍ଗତ ଜମାଦେଇ ପେଣ୍ଟ ରେଳ ଷ୍ଟେସନ ରେ ଆଜି ସକlଳୁ ଟ୍ରେନ ରେ କୋଟି ଜଣେ ବ୍ୟକ୍ତି ପ୍ରାଣ ହରାଇ ଥିବା ଜଣାପଡିଛି l ସୂଚନା ଅନୁଯାୟୀ ବ୍ୟକ୍ତି ଜଣକ ଜୀମିଦି ପେଟା କଳିଙ୍ଗ ହାଇସ୍କୁଲ ରେ ଶିକ୍ଷକ ଭାବେ କାମକରନ୍ତି, ମୁର୍ତ୍ୟୁକ ଜଣକ ହେଲେ ପଞ୍ଚାନନ ଚୋୖଧୁରୀ ତାଙ୍କଘର ପାରଳାଖେମୁଣ୍ଡି ଜିଲ୍ଲା ଆଡ଼ୁ ବାଙ୍କୀ ପଞ୍ଚାୟତ ସେ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ i RPF ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ଶବକୁ ଜବତ କରି ତୋଦନ୍ତ ଆରମ୍ଭ କରି ଦେଇଛି କାରଣ ଅସ୍ପଷ୍ଟ l