Hot Posts

6/recent/ticker-posts

ବିପଦପୂର୍ଣ୍ଣ ଅବସ୍ଥା ରେ ବିଦୂତ ଖୁଣ୍ଟ

ବରୀ, ୨୨/୦୨ ( ରଂଜିତ ମହାନ୍ତି ) : ବରୀ ବ୍ଲକ ବୋଦୁଅ ପଞ୍ଚାୟତର ପାଳସାହି ଗ୍ରାମ ର ତାରାକାନ୍ତ ଜେନା ଙ୍କ ଘର ରାସ୍ତା ପାର୍ଶ୍ଵରେ ଥିବା ବିଦୂତ ଖୁଣ୍ଟଟି ର ମୂଳ ବହୁ ଅଂଶରେ ଖାଇଯିବା ଫଳରେ ରେ ବିପଦପୂର୍ଣ୍ଣ ଅବସ୍ଥା ରେ ରହିଛି l ଏହି ବିଦୂତ ଖୁଣ୍ଟ ଦେଇ ବହୁ ଉପଭେlକ୍ତ ବିଦୂତ ଜlଳୁଥିବା ବେଳେ ଖୁଣ୍ଟ ଭାଙ୍ଗି ଗଲେ ବିଦୂତ ସେବା ର ବଞ୍ଚିତ ହେବେ ବିଭାଗ ଏତି ପ୍ରତି ଦୃଷ୍ଟି ଦେଇ ମରାମତି କରିବାକୁ ଦାବି ହେଉଛି