କଲ୍ୟାଣିମଣ୍ଡପ ଶୁଭଦେଲେ ଅଧ୍ଯକ୍ଷା
ଉମରକୋଟ, ୨୭/୦୨ ( ନକୁଳ ଭତ୍ରା ) : ଗୁରୁବାର ଦିନ ୧୧ଘଣ୍ଟା ସମୟରେ ଉମରକୋଟ ବ୍ଳକ ଅନ୍ତିରଗତ ଭାମିନୀ ଗ୍ରାମ ପଞ୍ଚାୟତ ଭାସକେଲ ଡେମ ନିକଟସ୍ଥ ଶିବମନ୍ଦିର ପ୍ରାଙ୍ଗଣରେ ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନା ତରଫରୁ ପର୍ଯ୍ୟଟକଙ୍କ ତଥା ଜନସାଧାରଣଙ୍କ ହିତ ଦୃଷ୍ଟିରୁ ବ୍ଳକ ପ୍ରଶାସନ ତରଫରୁ ୬୪ ଲକ୍ଷ ଟଙ୍କା ବିନିମୟରେ ଏକ କଲ୍ୟାଣିମଣ୍ଡପ ଶୁଭ ଦିଆହେଲା ଉକ୍ତ କଲ୍ୟାଣି ମଣ୍ଡପକୁ ସମସ୍ତ ସରପଞ୍ଚସମିତି ମେମ୍ବର ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା ଭାସକେଲତ ଡେମରେ ହେବା ପାଇଁ ପ୍ରସ୍ତାବ ଦେଉଥିଲେ ଆଜି ଶୁଭଦେବା ଅବସରରେ ବ୍ଲକ୍ ଅଧକ୍ଷା ଶ୍ରୀମତୀ ଶୁଶିଳା ମାଝୀ ୧ ଜିଲ୍ଲା ପରିଷଦ ଜୁନର ସଭ୍ୟ ଚନ୍ଦନ ରାୟ ଭାମନି ସରପଞ୍ଚ ମାଳତି ମାଝୀ ନାୟବ ସରପଞ୍ଚ ବରିଷ୍ଠ ବିଜେଡ଼ି ନେତା ଦେବିସିଂ ମାଝୀ AEE ଅଶ୍ୱିନି କୁମାର ପଟ୍ଟନାୟକ JE ମୁର୍ମୁ ଲବବତ୍ତ ଖୀତିସ୍ ସିକଦାର ଓ ବହୁତ ଗ୍ରାମବାସି ଉପସ୍ଥିତ ଥିଲେ |