Hot Posts

6/recent/ticker-posts

ଶିରିଡ଼ି ସାଇ ଙ୍କ ଅଷ୍ଟମ ବାର୍ଷିକ ମହୋତ୍ସବ

ବରୀ, ୨୭/୦୨ ( ରଂଜିତ ମହାନ୍ତି ) : ବରୀ ବ୍ଲକ ଅନ୍ତର୍ଗତ ବାଲିବିଲ ପ ପଞ୍ଚାୟତ ଠାରେ ଥିବା ଶିରିଡ଼ି ସା ସାଇ ବାବାଙ୍କ ବାର୍ଷିକ ରମ୍ଭ ହୋଇଛି। ଆଜିର ଉତ୍ସବ ଆରମ୍ଭବିଜ୍ଞାନ ଯୁଗ ପୁଗରେ ଆଧ୍ୟାତ୍ମିକତା କୁ ନେଇ ମଣି ମଣିଷ ବର୍ତ୍ତମାନରେ ଠିଆ ହୋଇ ଭବିଷ୍ୟତକୁ ଆଶା ରଖୁଛି ବିଶ୍ବାସ ଓ ଭରସାର ପ୍ରତୀକ ବାବା ସାଇଙ୍କ ମନ୍ଦିର ପ୍ରତିଷ୍ଠାର ଶିରିଡ଼ି ସା ଅଷ୍ଟମ ବା ବାର୍ଷିକ ଉତ୍ସବ ଆଜିଠାରୁ ଆରମ୍ଭ ହୋଇ ଦୁଇ ଦିନ ଧରି ଚାଲିବ। ଉକ୍ତ ବାର୍ଷିକ ଉତ୍ସବର ବିଦ୍ଧି ଅନୁଯାୟୀ ଅଙ୍କୁରା ରୋପଣ, କଳସ ଯାତ୍ରା, ପାଲିଙ୍କି ଯାତ୍ରା କାର୍ଯ୍ୟକ୍ରମ ରହିଥ‌ିବା ବେଳେ ୨୮ ତାରିଖରେ ଅନୁଷ୍ଠାନ ତରଫରୁ ନାମି ଦାମି କଳାକାରଙ୍କୁ କଳାକାରଙ୍କୁ ନେଇ ଭଜନ ସମାରୋହ ଆୟୋଜିତ ହେବାକୁ ଥ‌ିବା ବେଳେ "ହେ ତମେ କ କଣ ପ୍ରକୃତ ଇଶ୍ବର" ଶୀର୍ଷକ ନାଟକ ପରିବେଷିତ ଉକ୍ତ କାର୍ଯ୍ୟକ୍ରମକୁ ସାଇ ଟ୍ରଷ୍ଟ ର ଅଧକ୍ଷ ସୌମ୍ୟ ରଂଜନ ନ ସାମଲ ଓ ସାଇ କ୍ଷିତ ହେବ। ତାଙ୍କ ଧର୍ମ ପନ୍ଥି ଅର୍ଚ୍ଚନା ସାମଲ ପ୍ରତ୍ୟକ୍ଷ ଭାବେ ଶ୍ରଦ୍ଧାଳୁ ମାନେ କିଭଳି ଭାବରେ ବାବାଙ୍କୁ ଦର୍ଶନ କରିବେ ଏବଂ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦ ସେବନ କିଭଳି ଭାବରେ ସୂଚାରୁ ରୁପେ ସମ୍ପାଦିତ ହୋଇ ।ଇ ପାରିବ ସେ କ୍ଷେତ୍ରରେ ଗୁରୁତ୍ବ ଦେଉଥୂବାର ଦେଖୁବାକୁ ମିଳିଛି। ଅପର ପକ୍ଷରେ ଉକ୍ତ କାର୍ଯ୍ୟକ୍ର ର୍ଯ୍ୟକ୍ରମରେ ପ୍ରବଳ ଜନ ସମାଗମକୁ ମୁତୟନ ହୋ ହୋଇଥୂବା ବେଳେ ସାଇ ଆଖୁ ଆଗରେ ରଖ୍ ପୋଲିସ ଟ୍ରଷ୍ଟର କର୍ମଚାରୀ ଶୁ ଶୁଭେଛୁ ଓ ଶ୍ରଦ୍ଧାଳୁ ମାନେ ଉପସ୍ଥିତ ରହି ସ ସହଯୋ ପାଗର ହାତ ବଢ଼ାଇଛନ୍ତି। ବିଶେଷ କରି ସାଇ ମନ୍ଦିର ଟି ବରୁଆଁ-କଳାମାଟିଅ ଚଳାମାଟିଆ ମୁଖ୍ୟ ରାସ୍ତା କଡ଼ରେ ହୋଇ ଥିବାରୁ ଗମନା ଗମନ ମନ କ୍ଷେତ୍ର କ୍ଷେତ୍ରରେ ଲୋକ ମାନେ ଯେଭଳି କୌଣସି ଅସୁବିଧାର ସମ୍ମୁଖୂନ ନ ହୁଅନ୍ତି ତାହାକୁ ଗୁରୁତ୍ବ ଦିଆ ଯାଉଛି ବୋଲି ସାଇ ଟ୍ରଷ୍ଟ ର ଅଧକ୍ଷ ସୌମ୍ୟ ମ୍ୟ ରଞ୍ଜନ ସାମଲ ପ୍ରକାଶ କରିଛନ୍ତି।