Hot Posts

6/recent/ticker-posts

ରାୟଗଡ ଜିଲ୍ଲା ଉତ୍କଳ ସାମକ୍ଷ୍ୟ ଉଗାଦି ଉତ୍ସବଲୁ କମିଟି ପକ୍ଷରୁ ପ୍ରଥମ ପ୍ରସ୍ତୁତି ବୈଠକ

ରାୟଗଡ଼ା, ୨୩/୦୨ ( ଭି. ଗୌରି ଶଙ୍କର ରାଓ ) : 22/02/2026 ସନ୍ଧ୍ୟା 6 ଘଂଟିକା ସମୟରେ ଉଗାଦି ଉତ୍ସବ 2026 ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ରାମଲିଙ୍ଗେଶ୍ବର ମନ୍ଦିର ହୋଟେଲ ସ୍ବାଗତ ନିକଟରେ ଅନୁଷ୍ଠିତ ହୋଇଜାଇଛି । କମିଟି ପକ୍ଷରୁ ଆୟୋଜିତ ଏହି ବୈଠକ ଟି ୟାଲା କୋଣ୍ଡା ବାବୁଙ୍କ ସଭାପତିତ୍ବ ରେ ହୋଇଥିଲା । ଆଜିର ଏହି ବୈଠକ ରେ ତେଲୁଗୁ ସମ୍ପ୍ରଦାୟ ର ବିଭିନ୍ନ ସଂଗଠନ ର କର୍ମକର୍ତା, ବିଭିନ୍ନ ମହିଳା ଅନୁଷ୍ଠାନ ର ସଦସ୍ୟ, ସହର ର ବିଭିନ୍ନ ଅନୁଷ୍ଠାନ ର କର୍ମକର୍ତା ଙ୍କ ବହୁ ଓଡ଼ିଆ ଇ ଆଦିବାସୀ ସମାଜ ର ପ୍ରାୟ 150 ରୁ ଉଦ୍ଧ କର୍ମକର୍ତା ଭାଗ ଉଗାଦି ଉତ୍ସବ କମିଟି ପକ୍ଷରୁ ଅତି ଆଡମ୍ବର ସହକାରେ ଏହି ଉତ୍ସବ ପାଳନ ହେଉଛି I ଚଳିତ ବର୍ଷ ଏହି ଉତ୍ସବ କୁ ଭିନ୍ନ ରୂପ ଓ ନୁଆଁ ଢଙ୍ଗ ରେ କରିବା ନିମନ୍ତେ ଜିଲ୍ଲା ର ତେଲୁଗୁ ସମ୍ପ୍ରଦାୟ ଓ ଓଡ଼ିଆ ସମ୍ପ୍ରଦାୟ ର ସମସ୍ତେ ସଂଗଠନ ର କର୍ମକର୍ତା ଓ ଜନସାଧାରଣ ମତ ରଖୁଥିଲେ Iଉଗାଦି ଉତ୍ସବ 2026 ପାଳନ ନିମନ୍ତେ ପ୍ରଥମ ପ୍ରସ୍ଥିତି ବୈଠକ ରେ ଯୋଗଦେବା ପାଇଁ ବହୁ ଆଗ୍ରହ ର ସହିତ ଜନସାଧାରଣ ଭାଗ ନେଇଥିଲେ I ଏହି ବର୍ଷ କିପରି ଭାବେ ଉତ୍ସବ ପାଳନ କରାଯିବ ଏହି ବୈଠକ ରେ ସେମାନେ ସେମାନଙ୍କ ର ସୁଚିନ୍ତିତ ମତାମତ ଦ କୋଣ୍ଡା ବାବୁ ସମସ୍ତ ଉପସ୍ଥିତ ଜନସାଧାରଣ ଙ୍କୁ ଧନ୍ୟବାଦ ଜଣାଇବା ସହିତ ଏହି ବର୍ଷ ଜିଲ୍ଲା ର ସମସ୍ତ ବର୍ଗ ର ଜନସାଧାରଣ ଦଳମତ ନିର୍ବିଶେଷରେ ଏହି କାର୍ଯ୍ୟକ୍ରମ ପାଳନ କରାଯିବ ସେଥ‌ିପାଇଁ ଜିଲ୍ଲା ର ସମସ୍ତ ତେଲୁଗୁ, ଓଡ଼ିଆ, ଆଦିବାସୀ ସମାଜ ର ସମସ୍ତ ଙ୍କ ସହଯୋଗ କାମନା କରିଥିଲେ । ସଂସ୍କୃତିକ କାର୍ଯ୍ୟକ୍ରମ ନିମନ୍ତେ କେଉଁ କଳାକାର ଡକାଯିବ, ଉଦଘାଟନ ଦିନ ମୁଖ୍ୟଅତିଥ୍ କିଏ ହେବ, କଳସ ଯାତ୍ରା କିପରି ହେବ ସୁରକ୍ଷା ବ୍ୟବସ୍ଥା କିପରି ହେବ ଓ ଭୂମିପୂଜନ କିମିତି ହେବ ସେଥ‌ିପାଇଁ ଅନ୍ୟ ବୈଠକ ରେ ସ୍ଥିର କରାଯିବ ବୋଲି କୋଣ୍ଡା ବାବୁ କହିଛନ୍ତି । ଏହି ବର୍ଷ ର ଉଗାଦି ଉତ୍ସବ ଜିଲ୍ଲା ତଥା ଦକ୍ଷିଣ ଓଡିଶା ରେ ଏକ ନମ୍ବର ହେବ ବୋଲି କହିଛନ୍ତି କୋଣ୍ଡା ବାବୁ । ଆଜିର ଏହି ପ୍ରସ୍ତୁତି ବୈଠକ କୁ D.ଲକ୍ଷ୍ମଣ ରାଓ,କେ.ଶ୍ରୀନିବାସ, ମନିରତ୍ନମ ପରିଚାଳନା କରିଥବା ବେଳେ ଅନ୍ୟ ସଦସ୍ୟ ମାନେ ସହଯୋଗ କରିଥିଲେ ।