ଯାତ୍ରୀ ବିଶ୍ରାମଗାର ମରାମତି ପାଇଁ ଦାବି
ବରୀ, ୨୩/୦୨ ( ରଂଜିତ ମହାନ୍ତି ) : ବରୀ ବରୁଆ ମୁଖ୍ୟ ଗମନା ଗମନ ରାସ୍ତାର ଗୋବିନ୍ଦାବାଟି ଛକ ନିକଟରେ ବହୁ ଦିନରୁ ରହିଥିବା ଯାତ୍ରୀବି ଶ୍ରାମଟି ଏବେ ଅସୁକ୍ଷିତ ଅବସ୍ଥାରେ ରହିଛି । ଦୀର୍ଘ ଦିନ ସ୍ଥାୟୀବିଶ୍ରାମ ଗକ୍ଷରାଟି ମରାମତି ଅଭାବରୁ ଭାଙ୍ଗିରୁଜି ଗଲାଣି ଫଳରେ ଯାତ୍ରୀ ବିଶ୍ରାମ ନେବା ଲାଗି ଅସୁରକ୍ଷିତ ମଣୁଛନ୍ତି । ରାସ୍ତାର ତଳେ ରହିଥିବାରୁ ରାସ୍ତା ପାଣି ଗୁଡିକ ସେହି ବିଶ୍ରାମ ଘର ଭିତରେ ଜମୁଛି । ମରାମତି ପାଇଁ ସାଧାରଣ ରେ ଦାବି ହେଉଛି ।