ବରୀ ବ୍ଲକର ବିଭିନ୍ନ ସ୍ଥାନରେ ନିଆରା ଢଙ୍ଗରେ ଶିବରାତ୍ରି ପାଳନ
ବରୀ, ୧୫/୦୨ ( ରଂଜିତ ମହାନ୍ତି ) : ବରୀ ବ୍ଲକର ବିଭିନ୍ନ ସ୍ଥାନରେ ନିଆରା ଢଙ୍ଗରେ ଶିବରାତ୍ରି ପାଳିତ ହଉଚି ବରୀ ମାଉଣ୍ଡ ରାତନେଶ୍ୱର୍ସ ରାମେଶ୍ୱର ମଞ୍ଚେଶ୍ୱର ଅଲେଖଶ୍ୱର ସ୍ଵପ୍ନେଶ୍ଵର ଅଷ୍ଟଶମ୍ଭୁ ମହାଦେବ ବାଲିଆପାଳ ବୌଦୁଆ ସଂଘୁଅ ଭଅଁରା ମାଳଦା ଆରଂଗାବାଦ ରାଜାତୋଟା କାଇପଡା ସାମେଶ୍ଵର ବରୀ ରମ୍ପା ଗମୁ ମାଟିଆପଡା ଗୋଳାକୁଣ୍ଡୁ ମେଣ୍ଡ ହଳଦିବସନ୍ତ ସାହୁପଡ଼ା କହରା ଗଣ୍ଡ ଉଦ୍ୟନାଥପୁର ଦୋକାନ ବଜ଼ାର ସହ ପାଲା ସହ ବିଭିନ୍ନ ସାଂସ୍କୁର୍ତ୍ତିକ କାର୍ଯ୍ୟକ୍ରମ ରହିଅଛି