Hot Posts

6/recent/ticker-posts

ସଂସ୍କୃତ ଭବନରେ ସ୍ୱର୍ଗତ ଆଶୁତୋଷ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳୀ

ରାୟଗଡା, ୧୮/୦୧ ( ଭି. ଗୌରି ଶଙ୍କର ରାଓ ) : ଆଜି ସକାଳ ଜିଲ୍ଲାର ସଂସ୍କୃତ ଭବନରେ ବରିଷ୍ଟ ସାମ୍ବାଦିକ ତଥା ଉତ୍କଳ ସାମ୍ବାଦିକ ସଂଘର ସଦସ୍ୟ ସ୍ୱର୍ଗତଃ ଆଶୁତୋଷ ପଟ୍ଟନାୟକଙ୍କ ଶ୍ରଦ୍ଧାଞ୍ଜଳୀ ସଭାରେ ବରିଷ୍ଟ ବିଜେପି ନେତା କୋଣ୍ଡା ବାବୁ ଯୋଗଦେଇ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଲେ। ସେ ଜଣେ ପରୋପକାରୀ ଓ ଦକ୍ଷ ସାମ୍ବାଦିକା ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି ଏବଂ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଇଲେ।