ଶତଦଳ ଯୁବକ ସଂଘ ପକ୍ଷରୁ ବୃକ୍ଷ ରୋପଣ
ବରୀ, ୦୪/୦୧ ( ରଂଜିତ ମହାନ୍ତି ) : ବରୀ ବ୍ଲକ ଚନ୍ଦନପୁର ଗ୍ରାମର ଶତଦଳ ଯୁବକ ସଂଘ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତହେ କ୍ଷଇଯାଇଛି । ଯୁବକ ସଂଘର କର୍ମକର୍ତ୍ତା ମାନେ ଚନ୍ଦନପୁର ଗ୍ରାମ ରୁ ଅଲିଆବାଦ କୁ ସଂଯୋଗ କରୁଥିବା ବିଲ ଓ ସଡ଼କ – ଉଭୟ ପାର୍ଶ୍ଵ ରେ ବିଭିନ୍ନ ଗଛ ଲଗାଇ ଥିଲେ । ପରିବେଶ ଦିନକୁ ନଷ୍ଟ ହେଉଥିବା ବେଳେ ଯୁବକ ସଂଘର ଏପରି କାର୍ଯ୍ୟକୁ ଲୋକମାନେ ପ୍ରଶଂସା କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମ କ୍ଲବର ସଭାପତି ସତ୍ୟାନନ୍ଦ ସାମଲ, ସମ୍ପାଦକ ଦେବଦତ୍ତ ଜେନା, – ସୁବ୍ରତ ପରିଡା, ବିଜୟ ପରିଡା, ଅଶ୍ୱିନୀ ଶତପଥୀ, ଦୁଷ୍ମନ୍ତ ସେଠୀ, ଦେବାଶିଷ ପୋଇ, ପ୍ରଶାନ୍ତ ପରିଡା, ବିଶ୍ଵଜିତ ପରିଡା, ସମୀର ପୋଇ, ଶୁଭମ ଜେନା, ଚିତ ରଞ୍ଜନ ସାହୁ ପ୍ରମୁଖ ସାମିଲ ହେକ୍ଷଇଥିଲେ ।