ଫସ ୨ଫସ ସ୍ଟୁ ଡ଼ିଓ ଠାରେ ସାଧାରଣ ତନ୍ତ୍ର ଦିବସ ସମ୍ବଲପୁର ସିଟି ସେଣ୍ଟର ରେ ପାଳିତ
ବରଗଡ଼, ୨୭/୦୧ ( ଭାଗିରଥି ଭୋଇ ) : ଏମିତି ଭାରତ ର କୋଣ ଅନୁକୋଣ ରେ ୭୭ ତମ ସାଧାରଣ ତନ୍ତ୍ର ଦିବସ ପାଳନ କରୁଛନ୍ତି l ତେଣୁ ଏହି ଦିବସ କୁ ସମ୍ବଲପୁର ସିଟି ସେଣ୍ଟର ଫସ 2 ଫସ ସ୍ଟୁଡ଼ିଓ ରେ ନାଚ ଗୀତ ବାଦ୍ୟ ମାର୍ସଲ 8 ପାଇଥିବା ଉମେଶ ପାଶୱାନ ଙ୍କ ଝିଅ ଜାନବି ପାଶୱାନ, ବର୍ଷା ପାଶୱାନ, ନିଶା ପାଶୱାନ ତିନି ଭଉଣୀ ମାର୍ସଲ 8ରେ ଚମ୍ପିୟାନ ହୋଇ ଏହି ୭୭ତମ ସାଧାରଣ ତନ୍ତ୍ର ଦିବସ ରେ ସମ୍ବଲପୁର ସିଟି ର ଫସ ୨ଫସ ସ୍ଟୁ ଡ଼ିଓ ଠାରେ ପରିବେଷଣ କରି ତାଙ୍କ ପିତା ଉମେଶ ପାଶୱାନ ଗର୍ବିତ ଅନୁଭବ କରିଛନ୍ତି l
ବରଗଡ ଜିଲ୍ଲା ରୁ ଭାଗିରଥି ଭୋଇ ଙ୍କ ରିପୋର୍ଟ