ଅଗ୍ନିକାଣ୍ଡରେ ଗୁହାଳ ଭସ୍ମୀଭୂତ
ବରୀ, ୦୫/୦୧ ( ରଂଜିତ ମହାନ୍ତି ) : ବରୀ ବ୍ଲକ ବୋଦୁଅ ପଞ୍ଚାୟତର ରେବଲ ନିକଟରେ ଥିବା ଅକ୍ଷୟ ମଲ୍ଲିକଙ୍କ ଗୁହାଳ ଘରେ କୌଣସି କାରଣରୁନିଆଁ ଲାଗିଯିବାରୁପୋଡି ପାଉଁଶହେକ୍ଷଇଯାଇଛି। ଲୋକେ ଗୁହାଳ ଥିବା ଗୋରୁ, ଗାଈ, ଛେଳିଙ୍କୁ ଉଦ୍ଧାର କରିବା ସହିତ ନିଆଁକୁ ଆୟତ କରିଥଲେ। ସେ ଜଣେ ଶ୍ରମିକ ଶ୍ରେଣୀର ଲୋକ ହେଇଥିବାରୁ ସରକାରୀ ସହାୟତା ପାଇଁ ଦାବି ହେଉଛି।