Hot Posts

6/recent/ticker-posts

ନବ କିଶୋର ଦାସଙ୍କ ଜୟନ୍ତୀ ପାଳିତ

ବରୀ, ୧୩/୧୨ ( ରଂଜିତ ମହାନ୍ତି ) : ବରୀ ସାହିତ୍ୟ ସମନ୍ବୟ ପରିଷଦ ଆନୁକୂଲ୍ୟରେ ବରୀର ଖ୍ୟାତନାମା ଅଧୂବକ୍ତା ତଥା ୧୪ ଖଣ୍ଡ ପୁସ୍ତକର ରଚୟିତା ଆଇନଜୀବୀ ନବ ନବ କିଶୋର ଦାସଙ୍କ ୧୧ ୧୧୩ ତମ ଜୟ ୟନ୍ତୀ ଆଜି ଅପରାହ୍ନରେ ପାଳିତ ହୋଇଯାଇଛି। ବରୀ ମାଉଣ୍ଡସ୍ଥିତ ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ପ୍ରତିମୂର୍ତ୍ତି ସ୍ଥଳରେ ନିମାଇଁ ରା ରାୟଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ସାରସ୍ବ ରସ୍ବତ ଜୟନ୍ତୀ ଉତ୍ସବରେ ଅବସରପ୍ରାପ୍ତ ଜିଲା ସାମାଜିକ ଜିକ ଶିକ୍ଷା ସଂଗଠକ ପ୍ରଭାସ ଦାସ ଅଧ୍ଯକ୍ଷତା କରିଥିଲେ । ଆଶୁତୋଷ ପରିଡ଼ା ମଞ୍ଚ ପରିଚାଳନା କରିଥିଲା ବେଳେ ସରପଞ୍ଚ ମାନ ଆଇନିଜୀବୀ ବିରଜା ପ୍ରସାଦ ପରିଡ଼ା, ଜେନା, ସବିତା ନାୟକ, ଦିଲିପ କୁମାର ଦାସ, ଜେନା ସୁମନ୍ତ କୁମାର ପଣ୍ଡା, ଡ. ଅଜୟ କୁମାର ପ୍ରମୁଖ ଆଲୋଚନା କରିଥିଲେ। ସ୍ବର୍ଗତ ଦାସଙ୍କୁ ଙ୍କୁ ନେଇ ଏକ ପତ୍ରିକା ପ୍ରକାଶ ପାଇବ ବୋଲି ନିଷ୍ପଭି ହୋଇଛି।