Hot Posts

6/recent/ticker-posts

“ପୁରୁଣା ସହପାଠୀ, ନୂଆ ଉତ୍ସାହ " ଚନ୍ଦ୍ରମଣିପୁର ହାଇସ୍କୁଲର ୨୦୧୦ ବ୍ୟାଚ୍ ଛାତ୍ରମାନଙ୍କ ବନ୍ଧୁ ମିଳନ ବଣଭୋଜି”

ଝାରବନ୍ଧ, ୨୨/୧୨ ( ଗୌରି ଶଙ୍କର ପଞ୍ଚଭାୟା ) : ଓଡ଼ିଶା ର ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଭଇସାଦର୍ହା ଗ୍ରାମ ପଞ୍ଚାୟତ ଚନ୍ଦ୍ରମଣି ପୁର ହାଇସ୍କୁଲ ରେ ଗତ 2010 ମସିହା ରେ ଦଶମ କ୍ଲାସରେ ପଢୁଥିବା ଛାତ୍ର ମାନେ ଏକତ୍ରିତ ହୋଇ 2025 21 ଡିସେମ୍ବର ଚାକଦର୍ହାଡେମ ଝାରବନ୍ଧ ଠାରେ ଏକ ବଣଭୋଜି ର ଆୟୋଜନ କରିଥିଲେ ଗଲା ଦିନକୁ ମନେ ପକାଇବାନିମନ୍ତେ ଜେତେ ସବୁ ଛାତ୍ର ଏକତ୍ରିତ ହୋଇଥିଲେ ସେମାନେ ହେଲେ ନବୀନ ପଟେଲ ସଭାପତିତ୍ୟ ରେ ସମସ୍ତ ସାଙ୍ଗ ମାନେ । କିଶୋର ନାୟକ,ସିଉରାମ ସାହୁ,କେଦାରନାଥ ସିଦାର,ନବୀନ ପଟେଲ,ଜୟକୃଷ୍ଣ ପଟେଲ, ଟିକେଶ୍ୱର୍ ପଟେଲ,ରୁପେଶ ପଟେଲ, ସନ୍ତୋଷ ଦଂଶନା,ଚିନ୍ତାମଣି ନାୟକ, ତୋକେଶ ପଟେଲ, ଡୋଳାମନି ସାହୁ, ମହେଶ ଭୋଇ, ହେମନ୍ତ ପଟେଲ, ହେମନ୍ତ ରାଉତ,ଲୋକନାଥ ଲୁହାର,ରାମେଶ୍ବର ନାୟକ,ଯୋଗିନ୍ଦ୍ର ବରିହା, ମନୋଜ ପ୍ରଧାନ,ଲଙ୍କେଶ୍ୱର୍ ଦଂସନା,ଗଲା ଦିନ କୁ ମନେ ପକେଇ ବହୁତ ମଜା ମସ୍ତି କରିଥିଲେ ସମସ୍ତେ ।