ପୂର୍ବ_ଶତ୍ରୁତାକୁ_ନେଇ_ସଂଘବଦ୍ଧ_ଆକ୍ରମଣ
ବରୀ, ୨୦/୧୨ ( ରଂଜିତ ମହାନ୍ତି ) : ପୂର୍ବ ଶତ୍ରୁତାକୁ ନେଇ ସଂଘବଦ୍ଧ ଆକ୍ରମଣ । ଜଣେ ଗୁରୁତର । ଘଟଣା ଘଟିଛି ବରୀ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ବନ୍ଧପଡ଼ା ଗ୍ରାମରେ । ବରୀ ବ୍ଲକର ପୂର୍ବତନ ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ଭଞ୍ଜଙ୍କ ପୁଅ ଦେବେଶ ଭଞ୍ଜଙ୍କୁ ସେହି ଗ୍ରାମର କିଛି ଲୋକ ପୂର୍ବ ଶତ୍ରୁତାକୁ ନେଇ ଗଣ୍ଡଗୋଳ ଘଟାଇଛନ୍ତି ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।