Hot Posts

6/recent/ticker-posts

ଆଜି ରାୟଗଡ଼ା ରେଳ ଷ୍ଟେସନ୍‌ରୁ ଆରମ୍ଭ ହେଲା ରାମଶ୍ଵେରମ୍ ଓ ମଦୁରାଇ ଯାତ୍ରା

ରାୟଗଡ଼ା, ୧୬/୧୨ ( ଭି. ଗୌରି ଶଙ୍କର ରାଓ ) : ଆଜି ରାୟଗଡ଼ା ରେଳ ଷ୍ଟେସନ୍‌ରୁ ଆରମ୍ଭ ହେଲା ରାମଶ୍ଵେରମ୍ ଓ ମଦୁରାଇ ଯାତ୍ରା ରେଳ ଗଡ଼ିଲା ଏଥିରେ ବରିଷ୍ଟ ନାଗରିକ ତୀର୍ଥଯାତ୍ରା,, ଟ୍ରେନର ଶୁଭାରମ୍ଭ କରିବାକାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଦ୍ଭା ବେ ଉପ ମୂଖ୍ଯମନ୍ତ୍ରୀ ଶ୍ରୀମତି ପ୍ରଦ୍ଭାତି ପରିଡ଼ା ପତାକା ଦେଖାଇ ଥିଲେ।ଏଥିରେ ବିଜେପି ମୂଖ୍ୟ କାର୍ଯ୍ୟାଳୟ ରାୟଗଡ଼ାର କୋଣ୍ଡା ବାବୁ ଓ ଅନେକ ବିଜେପି ନେତା ଗଣ ଉପସ୍ଥିତ ଥିଲେ ଶେଷରେ ଶ୍ରୀ କୋଣ୍ଡା ବାବୁ ସମ୍ୱର୍ଦ୍ଦନା କରିଥିଲେ