ରାୟଗଡ଼ା ଗୌତମ ନଗର ସ୍ଥିତ ଆଇ ଆପା ମନ୍ଦିର ନିର୍ମାଣକୁ ୩୬ ବର୍ଷ ।
ରାୟଗଡା, ୧୬/୧୧ ( ଭି. ଗୌରି ଶଙ୍କର ରାଓ ) : ୰ଗୁରୁ ସ୍ଵାମୀ ଭି ଭେଙ୍କେଟ ରାଓ ପ୍ରଥମ ବରି ୧୯୮୪ ମସିହାରେ ରାୟଗଡ଼ା ସ୍ଥିତ ଗୌତମ ନଗର ଶ୍ରୀ ଭେଙ୍କେଟ ଶ୍ୱର ମନ୍ଦିରଠାରେ ସ୍ଵାମୀ ଆୟାପା ମାଳା ଧାରଣ କରିଥିଲେ ଏହା ପରଠୁ ହଜାର ହଜାର କରି ଗୁରୁ ସ୍ଵାମୀଙ୍କ ଅପୁରଣିୟ କାର୍ଯ୍ୟ କୁ ପୁରଣ କରିବାରେ ପ୍ରୀୟ ଶିଷ୍ୟଗଣ ଅହରହ ପ୍ରଚେଷ୍ଟାକରି ସଫଳତା ହାସଲ କରିଥିବା ପ୍ରୀୟ ଶିଷ୍ୟ ତଥା ଷ୍ଟ୍ରଷ୍ଠି ସଦ୍ଭାପତି ମତପ୍ରକାଶ କରିଥିଲେ । ସେ କହିଥିଲେ ପୂଜ୍ୟ ଭି ଗୁରୁ ସ୍ଵାମୀ ଭେଙ୍କଟ ରାଓ ପ୍ରଥମ ସ୍ଵାମୀ ଧାରଣ କରିଥିଲେ ଓ ଅନେକ ମନ୍ଦିର ନିର୍ମାଣ କରିବାରେ ଭୂମିକା ଗ୍ରହଣ କରିଥିଲେ । ସମଗ୍ର ରାୟଗଡ଼ା ଜିଲ୍ଲା ରେ ସୁନାମ ଅର୍ଜନ କରି ପ୍ରସଂଶା ସାଉଁଠି ଥିଲେ । ସେ ଧର୍ମପରାୟଣ ବ୍ଯକ୍ତି ଥିଲେ । ସେ ଧରାପୃଷ୍ଠରେ ନଥିଲେ ଭି ସମସ୍ତଙ୍କ ହୃଦୟରେ ଆଜି ବାସ କରିଛନ୍ତି ..ସେ ଚିର ସ୍କରଣୀୟ ହେଇଛନ୍ତି