ସାଇକେଲ ରେ ଛାତ୍ରଛାତ୍ରୀଙ୍କ ଯିବା ଆସିବାରେ ସମସ୍ୟା ହେଉଛି
ଝାରବନ୍ଧ, ୦୧/୧୧ ( ଗୌରୀଶଙ୍କର ପଞ୍ଚଭାୟା ) : ଓଡ଼ିଶା ର ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ର ଝାରବନ୍ଧ ରୁ ଅଡାପାଣିକୁ ସଂଯୋଗ କରୁଥିବା ରାସ୍ତା ର ରାସ୍ତା କାମ ଚାଲିଛି,ଏହି ରାସ୍ତା ରେ ଅଛି ଆଦର୍ଶ ବିଦ୍ୟାଳୟ ଏହି ବିଦ୍ୟାଳୟ କୁ ଯିବାବେଳେ ଛାତ୍ରଛାତ୍ରୀ ମାନଙ୍କୁ ଗେଟି ଖଡ଼ ଖଡ଼ ରାସ୍ତା ରେ ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଅଛି, ଝାରବନ୍ଧ ବ୍ଲକ ସ୍ଥାନୀୟ ପ୍ରଶାସନ କୁ ଅନୁରୋଧ ଛାତ୍ରଛାତ୍ରୀ ମାନଙ୍କୁ ଆଖି ସାମ୍ନା ରେ ରଖି ଜଥା ସିଘ୍ର ଏହି ରାସ୍ତା କାମର ସମାପ୍ତ କରନ୍ତୁ ସିଘ୍ର ନହେଲେ ଆଗାମୀ ଦିନରେ କିଛି ବି ଘଟଣା ଘଟିବାର ସମ୍ଭାବନା ରହିଛି।
ଝାରବନ୍ଧ ବ୍ଲକ ରୁ ଗୌରୀଶଙ୍କର ପଞ୍ଚଭାୟାଙ୍କର ରିପୋର୍ଟ