Hot Posts

6/recent/ticker-posts

ବାଲିଆ ଡିଗ୍ରୀ ମହାବିଦ୍ୟାଳୟର ନୂଆ ଅଧ୍ୟକ୍ଷ

ବରୀ, ୦୫/୧୧ ( ରଂଜିତ ମହାନ୍ତି ) : ବରୀ ବ୍ଲକର ଦ୍ଵିତୀୟ ପୁରାତନ ଅଭିମନ୍ୟୁ ସାମନ୍ତସିଂହାର ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଭାବେ ଡ. ରବିନ୍ଦ୍ର କୁମାର ଦାସ ଦାସ ମଙ୍ଗଳବାର ଆନୁଷ୍ଠାନିକ ଭାବେ ବ ଦାୟିତ୍ବ ଗ୍ରହଣ କରିଛନ୍ତି । ଡ. ଦାସ ଓଡ଼ିଆ ଭାଷା ସାହିତ୍ୟ ବିଭାଗର ମୁଖ୍ୟ ମୁଖ୍ୟ ଅଧ୍ଯାପକ ପକ ଭାବେ କାର୍ଯ୍ୟକରି ଛାତ୍ରଛାତ୍ରୀ, ଅଭିଭାବକ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନଙ୍କ ଦ୍ବାରା ବେଶ୍ ଲୋକପ୍ରିୟ ହୋଇପାରିଛନ୍ତି। ବିଦଗ୍ଧ କବିଙ୍କ ନାମରେ ନାମିତ ମହାବିଦ୍ୟାଳୟରେ ( । ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ଆଗାମୀ ଦିନରେ ମୁଖପତ୍ର ପ୍ରକାଶ କରିବା, ଶିକ୍ଷାଦାନ ଶିକ୍ଷ କ୍ଷେତ୍ରରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି ସାଙ୍ଗକୁ ଛାତ୍ରଛାତ୍ରୀନଙ୍କ ମଧ୍ୟରେ ମାତୃଭାଷା ପ୍ରତି ଆଗ୍ରହ ସୃଷ୍ଟି କରିବା ଦିଗରେ କାର୍ଯ୍ୟକରିବେ ବୋଲି ସେ କ‌ହିଛ ହିଛନ୍ତି । 


ଯାଜପୁର ରୁ ରଂଜିତ ମହାନ୍ତି ଙ୍କ ରିପୋର୍ଟ