Hot Posts

6/recent/ticker-posts

ଏକ ଟଙ୍କିଆ ଡା. ଶଙ୍କର ରାମ ଚନ୍ଦାନିଙ୍କୁ ବାଲୁକା କଳା ମାଧ୍ୟମ ରେ ଶୁଭେଚ୍ଛା

କର୍ଲାମୁଣ୍ଡା, ୨୦/୧୧ (ସୁଶାନ୍ତ ରଣା) : ଆଜିକାର ଦୁନିଆଁରେ ଚିକିତ୍ସା ବ୍ୟବସ୍ଥା ସମ୍ପୂର୍ଣ୍ଣ ବ୍ୟବସାୟୀକରଣ ହୋଇ ପଡିଥିବା ବେଳେ ନିସ୍ଵାର୍ଥପର ଭାବରେ ହଜାର ହଜାର ରୋଗୀଙ୍କୁ ଏକ ଟଙ୍କା ବିନିମୟରେ ଚିକିତ୍ସା ଯୋଗାଇ ଦେଉଥିବାରୁ ଭୀମସାର ମେଡ଼ିସିନ ବିଭାଗର ଆସିସଷ୍ଟାଣ୍ଡ ପ୍ରଫେସର ଡା. ଶଙ୍କର ରାମ ଚନ୍ଦାନିଙ୍କୁ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଲେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ଓମ ପ୍ରକାଶ ସାହୁ I ଡ଼. ଚନ୍ଦାନି ସାରା ବିଶ୍ୱରେ ନିସ୍ଵାର୍ଥପର ସେବାର ଏକ ଜ୍ୱଳନ୍ତ ପ୍ରତୀକ ବୋଲି ଶ୍ରୀ ସାହୁ ପ୍ରକାଶ କରିଛନ୍ତି I