Hot Posts

6/recent/ticker-posts

ବିର୍ସା ମୁଣ୍ଡା ଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ପାଳିତ

ଚକାପାଦ, ୧୭/୧୧ (ବାଳକୃଷ୍ଣ କହଁର) : ଚକାପାଦ ବ୍ଲକ ଶଙ୍କରାଖୋଲ ସରକାରୀ ବାଳିକା ବିଦ୍ୟାଳୟ ଠାରେ ଜନଜାତିୟ ଗୌରବ ଦିବସ ପାଳନ କରିବା ସହ ଆମେ ଜାଣିବା ଆମେ ଜିଣିବା କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରଧାନ ଶିକ୍ଷୟିତ୍ରୀ ମମତା ବେହେରା ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ବୈନେତ୍ରୀ କହଁର, ମୁଖ୍ୟ ବକ୍ତା ଭାବେ ସମିତି ସଭ୍ୟ କିରାପ ପ୍ରଧାନ, ସମ୍ମାନିତ ଅତିଥି ସରପଞ୍ଚ ଜାନକୀ ପ୍ରଧାନ, ପରିଚାଳନା କମିଟି ର ସଭାପତି ବଳଦେବ କହଁର, କୃଷି ବିଭାଗ ର ସାରଦା ପ୍ରସନ୍ନ ଦାସ, ଉପ ସଭାପତି ପ୍ରଭାସ କୁମାର ପ୍ରଧାନ, ପ୍ରମୁଖ ଯୋଗ ଦେଇଥିଲେ। ଶିକ୍ଷକ ମନୋଜ କୁମାର ସାହୁ ଅତିଥି ପରିଚୟ କରିଥିବା ବେଳେ ଶିକ୍ଷକ, ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।

କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ ନବଦୂତ ନିୟୁଜ।