Hot Posts

6/recent/ticker-posts

ସରକାରଙ୍କ ଦୃଷ୍ଟି ଆକର୍ଷଣ ହେଉ

ଝାରବନ୍ଧ, ୦୭ / ୧୦ ( ଗୌରିଶଙ୍କର ପଞ୍ଚଭାୟା ) : ଓଡ଼ିଶାର ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ କନ୍ଦାଡଙ୍ଗର ଗ୍ରାମ ପଞ୍ଚାୟତ ଡୁଡୁକି ଦାଦର ଏହି ବ୍ୟକ୍ତି ମାନଙ୍କର ପେଟ ପାଟଣା ଚଲେଇବାର ବୃତ୍ତି ବାଜା ବଜାଇବା ଟାଏମାନେ ଚାହାନ୍ତି ସରକାର ଙ୍କ ଠାରୁ କିଛି କିଛି କଲାକାରି ସହାୟତା , ବାଜା ବଯେଇ ପେଟ ପୋଷୁଥିବା ଏହି ଗରିବ ଲୋକଙ୍କୁ ସରକାର ତରଫରୁ କୌଣସି ସୁବିଧା ସହଯୋଗ ମିଳୁନାହିଁ ଯଦିଓ କଲାକାର ଭତ୍ତା ବା ଅଉ କିଛି ସହାୟତା ସରକାର ତରଫରୁ ମିଳିଲେ ଏମାନେ ଆଗକୁ ବଢିବେ ଓ ଉପକୃତ ହେବେ ବୋଲି ଅନୁମାନ କରାଯାଉଛି ଓଡ଼ିଶା ସରକାର କୁ ଅନୁରୋଧ ଏମାନଙ୍କର ପ୍ରତି ଧ୍ୟାନ ଦିଅନ୍ତୁ