Hot Posts

6/recent/ticker-posts

ଝାରବନ୍ଧ ବ୍ଲକ ରେ ସଂଦେହ ଜନକ ବାଲି ଚାଲାଣ

ଝାରବନ୍ଧ, ୧୩ / ୧୦ ( ଗୌରିଶଙ୍କର ପଞ୍ଚଭାୟା ) : ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଚୀରୋଲି(ସାନକୁଞ୍ଜାରି) ବାଲିଘାଟ କୁମୀର ଗ୍ରାମ ପଞ୍ଚାୟତ ରୁ ବେଆଇନ ଭାବେ ବାଲି ଚାଲାଣ ହେଉଅଛି ବୋଲି ସନ୍ଦେହ କରାଯାଉଅଛି , ସନ୍ଦେହ ର କାରଣ ଏ ସମୟରେ ସମ୍ପୁର୍ଣ୍ଣ ପାଣିପାଗ ସୁଖିଲା ହୋଇନାହିଁ ବାଲି ଘାଟ୍ ରାସ୍ତା କାଦୁଅ ପଚ୍ ପଚ୍ ହୋଇଅଛି ଟ୍ରାକ୍ଟର ଡମଫର ଜିବା ଆସିବା ର ଅତି ଶୋଚନୀୟ ଅବସ୍ତା ରହିଅଛି ତଥାପି ସନ୍ଧ୍ୟା ସମୟରେ ଡମଫର ହାଇବା ଘନ ଘନ ବାଲି ବୋହି ଯାଉଛନ୍ତି ଏ ବାଲିଘାଟ ରୁ ବାଲି ବୋହି ହାଇବା ରାସ୍ତା ରେ ଭାସିଯିବାର ଆଶଙ୍କା ଥିଲେ ମଧ୍ୟ ଦିନରେ ବାଲି ନ ନେଇ ରାତିରେ କାହିଁକି ବାଲି ଚାଲାଣ କରାଯାଉଅଛି ତାହା ସମସ୍ତଙ୍କ ମନରେ ପ୍ରଶ୍ନ ସୃଷ୍ଟି କରୁଅଛି , ସ୍ଥାନୀୟ ପ୍ରଶାସନ ଝାରବନ୍ଧ ବ୍ଲକ କୁ ଅନୁରୋଧ ଏହାର ଅତି ସିଘ୍ର ତଦନ୍ତ ହେବାର ଆବଶ୍ୟକତା ରହିଅଛି!