Hot Posts

6/recent/ticker-posts

ବାଇକ ଓ଼ କାର ମୁହାଁମୁହିଁ ଧକ୍କା ରେ ବାଇକ ଆରୋହୀ ଗୁରୁତର

ବରଗଡ଼, ୧୧ / ୧୦ ( ଭାଗିରଥି ଭୋଇ ) : ବରଗଡ଼ ରୁ ପଦ୍ମପୁର ର ବିଜୁଏକ୍ସପ୍ରେସ୍ ୱେ ପାଲଟିଛି ମରଣଯନ୍ତା l କିନ୍ତୁ ଶନିମାଲ ବଜାର ସାମ୍ନା ରେ ବଡ଼ ଏହି ଭଳି ବଡ଼ ଦୁର୍ଘଟଣା ବାଇକ ଓ଼ କାର ଓ ବାଇକ ଧକ୍କା ଆରୋହୀ ଗୁରୁତର ! ବରଗଡ ଜିଲ୍ଲା ସୋହେଲା ବ୍ଲକ ଶନିମାଲ ବଜାର ସମ୍ନା ରେ ଆଜି ପୁଣି ବଡ଼ ଦୁର୍ଘଟଣା ଘଟିଯାଇଛି ! କାର ଏବଂ ବାଇକ ମଧ୍ୟ୍ୟରେ ବଡ଼ ଦୁର୍ଘଟଣା ଘଟିଛି ! ଘଟଣାସ୍ଥଳ ରେ ବାଇକ ଚୁରମାର ହୋଇ ବାଇକ ଚାଳକ ଙ୍କ ଗୋଡ଼ ବିଲି ଯିବାସହ ଗୁରୁତର ହୋଇଛନ୍ତି ! ସୂଚନା ଅନୁଯାଇ ବରଗଡ ଜିଲ୍ଲା ସୋହେଲା ବ୍ଲକ ବିର୍ଜାମ ପଂଚାୟତ ଅଧିନସ୍ତ ବଣେଇପାଳି ଗାଁ ର ରାଧାବଲ୍ଳଭ ବେହେରା ବୟସ 47, OD17.P. 2091 ନମ୍ବର ବିଶିଷ୍ଟ ବାଇକ ରେ ନିଜ ଶାଶୁଘର ହରିଶଙ୍କର ରୁ ନିଜ ଗାଁ ବଣେଇପାଳି କୁ ଆସୁଥିଲେ ! ବୁର୍ଲା ରୁ ମେଡିକାଲ ଷ୍ଟାଫ OD. 17.AC. 5557 ନମ୍ବର ବିଶିଷ୍ଟ କାର ରେ ପଦ୍ମପୁର କୁ ଯାଉଥିଲେ ! ସେହି ସମୟରେ ଶନିମାଲ ବଜାର ଛକ ଠାରେ ବାଇକ ଏବଂ କାର ମୁହାଁମୁହିଁ ଧକ୍କା ହୋଇଥିଲା ! ଏହି ଦୁର୍ଘଟଣାରେ ବାଇକ ଚାଳକ ଗୁରୁତର ଆହତ ହୋଇଛନ୍ତି l ବୋଲି ସୂଚନା ମୁତାବକ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ବରଗଡ ବିକାଶ ହସ୍ପିଟାଲ କୁ ଚିକିତ୍ସା ପାଇଁ ପଠାଯାଇଛି l ତେଣୁ ଘଟଣା ସ୍ଥଳ କୁ ମେଲଚ୍ଛାମୁଣ୍ଡା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ! ସ୍ଥାନୀୟ ଲୋକେ ବାଇକ ଚାଳକ ରାଧାବଲ୍ଲଭ ଅତି ଗରିବ ହୋଇଥିବା ଯୋଗୁଁ ସ୍ଥାନୀୟ ଲୋକେ କ୍ଷତି ପୂରଣ ଦାବି କରିଛନ୍ତି ! PWD ବିଭାଗ ର ଅବହେଳା ଯୋଗୁଁ ପ୍ରତିଦିନ ଏମିତି ଦୁର୍ଘଟଣା ଘଟୁଛି ବୋଲି ଲୋକେ କୁହାକୁହି ହେଉଛନ୍ତି 



 ବରଗଡ ଜିଲ୍ଲା ରୁ ଭାଗିରଥି ଭୋଇ ଙ୍କ ରିପୋର୍ଟ