କଳାହାଣ୍ଡି_ଆରକ୍ଷୀ_ଅଧିକ୍ଷକଙ୍କ_ପ୍ରତିକ୍ରିୟା
କଳାହାଣ୍ଡି, ୩୦/୧୦ ( ବିଷ୍ଣୁ ଚରଣ ସ୍ୱାଇଁ ) : କଲମପୁର ଥାନା ରେ ଯୁବକଙ୍କୁ ପୋଲିସର ମାଡ଼, ଭାଙ୍ଗିଲା ଗୋଡ ସମ୍ପର୍କିତ ଖବର ପ୍ରକାଶିତ ହେବାପରେ ନିଜେ କଳାହାଣ୍ଡି SP ନାଗ ରାଜ ଦେବରକୋଣ୍ଡା (ଆରକ୍ଷୀ ଅଧିକ୍ଷକ) ପ୍ରତିକ୍ରିୟାରେ ଖଣ୍ଡନ କରିଛନ୍ତି । ପୋଲିସ ମାଡ଼ ମାରିନାହିଁ ବରଂ ତାଙ୍କ ପରିବାର ରେ ଜମି ପାଇଁ ଗଣ୍ଡଗୋଳ ହୋଇଥଲା ଓ ଥାନାର ଦ୍ବାରସ୍ଥ ହୋଇଥିଲେ ବୋଲି SP ପ୍ରକାଶ କରିଛନ୍ତି ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ