Hot Posts

6/recent/ticker-posts

T20 ରେ ସମ୍ବଲପୁର ପକ୍ଷରୁ ଖେଳିବେ କୋରାପୁଟର ଆଦିତ୍ୟ ରାଉତ

ଜୟପୁର, ୧୭ / ୦୯ ( ଏ. ଭେଙ୍କଟ ରାଓ ) : ଓଡ଼ିଶା କ୍ରିକେଟ ଏକାଡେମୀ ଦ୍ୱାରା ଆୟୋଜିତ T20 ମେଚ ସମ୍ବଲପୁର ତରଫରୁ ଖେଳୁଛନ୍ତି କୋରାପୁଟ ଜିଲ୍ଲା ଜୟପୁରର ଆଦିତ୍ୟ ରାଉତ ଏହା ରାଜ୍ୟ ଏବଂ କୋରାପୁଟ ଜିଲ୍ଲା ପାଇଁ ଗର୍ବ ଏବଂ ଗୌରବ କହିଛନ୍ତି ଆଦିତ୍ୟଙ୍କ ପିତା ବାବୁଲା ରାଉତ ସୁ ପ୍ରତିଷ୍ଟିତ ବ୍ୟବସାୟୀ ଓ ସୁନାମଧନ୍ୟ ପରୋପକାରି ବ୍ୟକ୍ତି । ଖେଳାଳି ଆଦିତ୍ୟ ରାଉତ ଙ୍କ କଠିନ ପରିଶ୍ରମ ଓ ଖେଳ ତାଙ୍କର ଜୀବନ ସେ ତାଙ୍କ ଜୀବନର ବଡ଼ ସ୍ଵପ୍ନ ଥିଲା ତାଙ୍କର ପରିଶ୍ରମ ବାପାଙ୍କର ପ୍ରସ୍ରାହନ ଓ କୋଛ ଙ୍କର ଉର୍ଚ୍ଚାହ ଓ ସାଙ୍ଗମାନଙ୍କ ପ୍ରେମ ଯୋଗୁଁ ମୁଁ ଆଜି ଏହି ସ୍ଥିତିକୁ ପଦର୍ଚ୍ଚିଛି ବୋଲି କହିଛନ୍ତି । ତାଙ୍କର ଦର୍ଶନ ଜାତିୟ ସ୍ଥରକୁ ଯିବା ପାଇଂ ।ଏହି ବିଷୟ ଜୟପୁର କ୍ରିଡ଼ା ପ୍ରେମୀ ମଧ୍ୟରେ ଉର୍ଚ୍ଚାହ ଆନନ୍ଦ ଖେଳିଯାଇଛି।