Hot Posts

6/recent/ticker-posts

ଖଲିଗୁଡ଼ାର GIST ଇଞ୍ଜିନିୟର କଲେଜର ଇଞ୍ଜିନିୟର ଦିବସ ପାଳିତ

ରାୟଗଡ଼ା, ୧୬ / ୦୯ ( ଭି. ଗୌରି ଶଙ୍କର ରାଓ ) : ଖଲିଗୁଡ଼ାର GIST ଇଞ୍ଜିନିୟର କଲେଜର ଇଞ୍ଜିନିୟର ଦିବସ ପାଳିତ ହେଇଯାଇଅଛି ୧୫.୯.୨୫ .ଏହି ଦିବସ କୁ ଅତ୍ୟନ୍ତ ଉସ୍ରାହରେ ପାଳନ କରିଛନ୍ତି । କିମ୍ବଦନ୍ତି ଇଞ୍ଜିନିୟର ପୂରସ୍କାର ଓ ଦ୍ଭାରତ ରନ୍ନ ପୁରସ୍କାର ବିଜେତା.ଶ୍ରି ଏମ.ବିଶ୍ଵେଶ୍ଵରାୟ ଙ୍କ ଜନ୍ମବାର୍ଷିକ ପାଳନ କରିବା ପାଇଁ ଡ଼ିପ୍ଲମା ଏବଂ ବି.ଟେକ ଛାତ୍ର, ଛାତ୍ରୀ ମାନଙ୍କ ଦ୍ୱାରା ଆୟଜନ କରାଯାଇଥିଲା । ଛାତ୍ର, ଛାତ୍ରୀ ମାନଙ୍କ ଦେଶ ଗଠନ ଏବଂ ପ୍ରଯୁକ୍ରିବିଦ୍ଯା.ଉନ୍ନତିରେ ଇଞ୍ଜିନେୟର ମାନଙ୍କ ଅମୂଲ୍ୟ ଅବଦାନ ଉପରେ ଆଲୋକପାତ କରିଥିଲେ।ଏହି ଅବସରରେ ଯୁବା ଇଞ୍ଜିନିୟର ମାନକ ପ୍ରତିଦ୍ଭା ଏବଂ ସୃଜନ ଶୀଳତା କୁ ପ୍ରର୍ଦଶନ କରି ବିଭିନ୍ନ ଵୗଷୟିକ ଆଲୋଚନା, କୁଇଜ,ପ୍ରତିଯୋଗିତା ଏବଂ ସାଂସୃତିକ କାର୍ଯ୍ୟକ୍ରମ ଆୟଜିତ କରାଯାଇଥିଲା।ଏହି ଅବସରରେ ଅଧ୍ୟାପକ ମାନେ ଇଞ୍ଜିନିୟର ଶ୍ରୀ ଏମ ବିଶ୍ଵେଶର ରାୟ ବିଷୟ ଜୀବନୀ ଶୗଳି ଉପରେ ଛାତ୍ର,ଚ୍ଛାତ୍ରି ଙ୍କୁ ଆଲୋକପାତ କରିଥିଲେ।ଏହି କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରି ଓ ଅଭିଦ୍ଭାବକ,ଅଧ୍ଯାପକ, ଶ୍ରୀ ଦିଲିପ କୁମାର ମିଶ୍ର, ଶ୍ରୀ ଶ୍ରୀନିବାସ ପଟ୍ଟନାୟକ ଶ୍ରୀ କାଳି ପ୍ରସାଦ ଆଚାର୍ଯ୍ୟ ଶ୍ରୀ ଜୟନ୍ତ ପାଟସାଣୀ ଡିପ୍ଳୋମା ପ୍ରୀସ୍‌ପାଲ ଶ୍ରୀ ବାଦଲ କୁମାର ଆଚାର୍ଯ୍ୟ.କର୍ମଚାରୀ ମାନେ ଉପସ୍ଥିତ ଥିଲେ .ଶେଷରେ ଅଧ୍ୟାପକ ଦିଲପ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ

ରାୟଗଡ଼ା ଜିଲ୍ଲା ପ୍ରତିନିଧି ଭି. ଗୌରି ଶଙ୍କର ରାଓ