ଡେପଗୁଡା ରୁ ଝୁଲନ୍ତା ମୃତ ଦେହ ଉଦ୍ଧାର
ଝରିଗାଁ, ୨୭/୦୯ (ନକୁଳ ଭତରା) : ନବରଙ୍ଗପୁର ଜିଲ୍ଲା ଝରିଗାଁ ଵ୍ଳକର କୁଟିରି ଛାପର ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଡେପ ଗୁଡା ଠାରେ ଆଜି ଗୋଟିଏ ଝୁଲନ୍ତା ସଵ ଦେଖିବାକୁ ମିଳିଛି। ଗତ ୨୦୨୩ ମସିହାରେ ଉମରକୋଟ ଵ୍ଳକର ଖାଣ୍ଡା ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଦେପୁର ଗ୍ରାମର ସ୍ବର୍ଗତ ନିଳକଣ୍ଠ ଗୋଡ଼ ଙ୍କର ଝିଅ ସୁମନି ଗୈାଡ ଵୟସ-୨୫ ଝରିଗାଁ ଵ୍ଳକର ଡେପଗୁଡା ଗ୍ରାମର ହାଣ୍ଡି ଗୈ!ଡଙ୍କର ପୁଅ ପଦୁ ଗୈ!ଡ଼ ବୟସ-୨୬ ବିଭାକରି ଆଣିଥିଲେ ଗତ ୩ମାସ ପୂର୍ବେ ଡେଲିବେରି ହୋଇଥିଲା ବର୍ତ୍ତମାନ ତାହାର ଜନ୍ମ ଶିଶୁ ମଧ୍ୟ ମୃତ୍ୟୁ ସେଦିନ ଠାରୁ ପାଗ୍ଳାମି ପାଗ୍ଳାମି ହେଉଥିଲା ଗତ ତା-୨୦-୦୯-୨୦୨୫ ସରିବାର ଦିନ ରାତି ୪ ଘ: ସମୟ ଠାରୁ ଘରୁ ବାହାରି ଯାଇଥିଲା ସେଦିନ ଠାରୁ ନିଜ ଆତମିୟ ମାନେ ଥାନାରେ ଏତେଲା ଦେଇ ଖୋଜାଖୋଜି ଚାଲିଥିଲା ଗତକାଲି ସନ୍ଧ୍ୟା୫ଘ: ସମୟରେ ନିଜର ଭାଇ ମାନେ ଓ ଘରଲୋକେ ଖଜା ଆଜି କରୁଥିବା ସମୟରେ ନିକଟ ମକାବାଡ ନିକଟରେ ଗୋଟିଏ ଗଛରେ ଆତ୍ମହତ୍ୟା କରି ଝୁଲନ୍ତା ଶବ ଦେଖୁ ବାକୁ ମିଳିଛି ନିଜ ଲୋକ ଦେଖିବା ସାଙ୍ଗେ ସାଙ୍ଗେ ଝରିଗାଁ ପୋଲିସଙ୍କୁ ଲିଖିତ ଜଣାଇଛନ୍ତି ବର୍ତମାନ ପୋଲିସ ଆତ୍ମହତ୍ୟା ନା ହତ୍ୟା ତାହା ପୋଲିସ୍ ତଦନ୍ତ ଜାରି ରଖିଛି